ମାଟ୍ରିକ ସପ୍ଲିମେଟାରୀ ପରୀକ୍ଷା ଫର୍ମ ଫିଲ ଅପ ତାରିଖ ବୃଦ୍ଧି...
ଭୁବନେଶ୍ବର:ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧୂ। ମେ' ୨୫ ତାରିଖ ଯାଏଁ ଅବଧୂ ବଢ଼ାଇଲା ମାଧ୍ଯମିକ ଶିକ୍ଷା ପରିଷଦ ବୋର୍ଡ। ସୋମବାର ସରୁଥ୍ଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧୂ। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭହୋଇଥିଲା। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ରୁ ୧୮ ପର୍ଯ୍ୟନ୍ତ ଚାଲିବା ନେଇ ନିଷ୍ପର୍ଷି କରାଯାଇଥିଲା। କିନ୍ତୁ ଏହାର ଅବଧୂ ମେ' ୨୫ ତାରିଖ ବଢ଼ାଇଲା ବୋର୍ଡ। ଅନ୍ଲାଇନ ଜରିଆରେ ବୋର୍ଡ ୱେବସାଇଟ୍ www.bseodisha.ac.in๑ ศศ์ পূণ ও ଦେୟ ଦାଖଲ କରିପାରିବେ । ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ନିଜ ହାଇସ୍କୁଲ ଏବଂ ପତ୍ରମାଧ୍ଯମ ପରୀକ୍ଷାର୍ଥୀ ବୋର୍ଡର ଶାଖା କାର୍ଯ୍ୟାଳୟରେ ଫର୍ମ ପୂରଣ କରିବେ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଡାରୀ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।