ମାତୃଭାଷା ଆଧାରିତ ଶିକ୍ଷାକୁ ସୁଦୃଢ଼ କରିବା ସହ ଶିଶୁମାନଙ୍କର ପୋଷଣକୁ ଧ୍ୟାନ ଦେବା - ଧର୍ମେନ୍ଦ୍ର ପ୍ରଧାନ
ମାତୃଭାଷା ଆଧାରିତ ଶିକ୍ଷାକୁ ସୁଦୃଢ଼ କରିବା ସହ ଶିଶୁମାନଙ୍କର ପୋଷଣକୁ ଧ୍ୟାନ ଦେବା - ଧର୍ମେନ୍ଦ୍ର ପ୍ରଧାନ
ଏନସିଇଆରଟି, କେନ୍ଦ୍ର ଓ ରାଜ୍ୟ ଶିକ୍ଷା ବିଭାଗର ବରିଷ୍ଠ ଅଧୂକାରୀ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜିଲ୍ଲା ଶିକ୍ଷା ଅଧୂକାରୀ, ବ୍ଲକ ଶିକ୍ଷା ଅଧୂକାରୀ ଏବଂ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିନିଧୂର ପ୍ରତିନିଧୂମାନେ ଉପସ୍ଥିତ
ରାଜ୍ୟର ପ୍ରାୟ ୧.୬୭ ଲକ୍ଷ ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ
ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଅନୁସାରେ ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳନ ହେବାକୁ ଥିବା ନୂତନ ପାଠ୍ୟପୁସ୍ତକ ଉପରେ ମତ ରଖିଲେ
ମାନଙ୍କର ନିପୁଣ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା, ତୃଭାଷା ଭିତ୍ତୀକ ଶିକ୍ଷାକୁ ସୁଦୃଢ଼ କରିବା, ଶିଶୁମାନ ଐଷଣ ବିଷୟ ପ୍ର ପ୍ରତି ଧ୍ଯାନ ଦେବା, ९० ଦିନିଆ ବ୍ୟାଗ୍-ଲେସ୍ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ
ଏହି ଏହି ସମସ୍ତ ପଦକ୍ଷେପ ୨୦୩୬ ସୁଦ୍ଧା 'ସମୃଦ୍ଧ ଓଡ଼ିଶା' ଏବଂ 'ବିକଶିତ ଓଡ଼ିଶା' ଗଠନ କରି ସହାୟକ ହେବ ନ କରିବା ଦିଗରେ
ଭୁବନେଶ୍ବର, , ଜାନୁଆରୀ ୧୬ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ସ୍କୃ धूर ଓ ଗଣଶିକ୍ଷା
ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତି ତିରେ ଭୁବନେଶ୍ବର ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏକ ଗୁରୁତ୍ଵପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯ ରଯାଇଛି । ଏହି ଅବସରରେ ଉଭୟ ମନ୍ତ୍ରୀ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ମାଷ୍ଟର ଟ୍ରେନର । ଏବଂ ଶୈକ୍ଷିକ ନେତୃବୃ ବୃନ୍ଦଙ୍କ ସହ ନୂତନ ପାଠ୍ୟ ପାଠ୍ୟକ୍ରମ ଓ ଶିକ୍ଷକ ପ୍ରଶିକ୍ଷଣ ଉପରେ ଆଲୋଚନା କରିଛନ୍ତି ।
ଏହି ଅବସର ରରେ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷାବର୍ଷ ୨୦୨୬-୨୭ ରୁ ପ୍ରଥମରୁ ପ୍ରଥ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ ଯିବ । ଏହା 'ଓଡ଼ିଶା ରାଜ୍ୟ ପାଠ୍ୟ ପାଠ୍ୟକ୍ରମ ଢାଞ୍ଚା' (ଓଏସସିଏଫ) ଉପରେ ଆଧାରିତ ହେବ । ରାଜ୍ୟ ରାଜ୍ୟର ପ୍ରାୟ ୧.୬୭ ଲକ୍ଷ ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମ ମରେ ଦକ୍ଷ କରିବା ପାଇଁ ବ୍ୟାପ ପକ ପ୍ରଶିକ୍ଷଣ ଦିଆଯିବ । ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକମାନଙ୍କର ବୃତ୍ତିଗ ନଙ୍କର ବୃତ୍ତିଗତ ବିକାଶକୁ ନିରନ୍ଧର ଜାରି ରଖୁବାକୁ ଗୁରୁତ୍ବ ଦିଆଯାଇଛି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ, ଯାହାଦ୍ବାରା । ପିଲାମାନଙ୍କର ମୌଳିକ ଶିକ୍ଷା ମୂଳଦୁଆ ଶକ୍ତି ହେବ
ସେହିପରି ରି ପ୍ରାଥମିକ ସ୍ତରରେ ପିଲାମାନଙ୍କର ପଢ଼ିବା, ଲେଖିବା ଓ ସଂଖ୍ୟା ଜ୍ଞାନର ଦକ୍ଷତା ବୃଦ୍ଧି ପାଇଁ ନିପୁଣ ଓଡ଼ିଶା ଲକ୍ଷ୍ୟ ହାସଲ ଉପରେ ଚର୍ଚ୍ଚା ହୋଇଛି । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍-ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ବାରା ସେମାନେ ବ୍ୟାବହାରିକ ଜ୍ଞାନ ଏବଂ ସମାଲୋଚନାତ୍ମକ ଚିନ୍ତାଧାରା ଶିଖୂପାରିବେ । ଜନ୍ମଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କ ପୋଷଣ ଏବଂ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଶିକ୍ଷା ନୀତି ଜରିଆରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ এ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ 'ବିକଶିତ ଓଡ଼ିଶା' ଗଠନ ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଏନସିଇଆରଟି, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜିଲ୍ଲା ଶିକ୍ଷା ଅଧୂକାରୀ, ବ୍ଲକ ଶିକ୍ଷା ଅଧୂକାରୀ ଏବଂ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିନିଧୂର ପ୍ରତିନିଧୂମାନେ ଯୋଗ ଦେଇଥିଲେ ।