ଅନୁର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧୂତ କରିଛନ୍ତି ଶ୍ରୀ ଅମିତ ଶାହ

Jan 17, 2026 - 08:33
 17
ଅନୁର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧୂତ କରିଛନ୍ତି ଶ୍ରୀ ଅମିତ ଶାହ

ଅନୁର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧୂତ କରିଛନ୍ତି ଶ୍ରୀ ଅମିତ ଶାହ

ଦେଶର । ବିଭିନ୍ନ ପ୍ରଜାତିର ବାଉଁଶରେ ସଜ୍ଜିତ ଦିଲ୍ଲୀର ବନସେରା ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ସାଜିଛି ସ୍ବାଧୀନତା ଆନ୍ଦୋଳନ ସମୟରେ ଉତ୍ତରାୟଣ ଦିନ “ସାଇମନ୍ ଗୋ ବ୍ୟାକ୍" ଗୁଡ଼ି ଉଡ଼ାଇ ସାଇମନ୍ କମିଶନଙ୍କ ବିରୋଧ କରାଯାଇଥିଲା

କେନ୍ଦ୍ର ଗୃହ ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଅନୁର୍ଜାତୀୟ ଗୁଡ଼ି ମହୋତ୍ସବ ୨୦୨୬କୁ ସମ୍ବୋଧୂତ କରିଛନ୍ତି। ଏହି ଅବସରରେ ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କରାଯାଇଥ କେନ୍ଦ୍ର ଗୃହମନ୍ତ୍ରୀ ମକର ସଂକ୍ରାନ୍ତି, ପୋଙ୍ଗଲ, ଲୋହରୀ, ମାଘ ବିହୁ ଏବଂ ଉତ୍ତରାୟଣ ଅବସରରେ ସାରା ଦେଶର ଜନସାଧାରଣ, ବିଶେଷ କରି କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଉତ୍ତରାୟଣ ପର୍ବ ସାରା ଦେଶରେ ଭିନ୍ନ ଭିନ୍ନ ନାମରେ ପାଳନ ଯାଇଥାଏ। ସେ କହିଥିଲେ ଯେ ଏହି ପର୍ବ ଆନନ୍ଦର ଏକ ଉତ୍ସବ କାରଣ ଆମର ଋତୁକାଳୀନ ଚକ୍ର ଏବଂ ଆମର ଜୀବନ ଶକ୍ତିର ଅସୀମ ଉତ୍ସ, ସୂର୍ଯ୍ୟ ଭଗବାନଙ୍କ ଉପରେ ନିର୍ଭରଶୀଳ। ମହାନ କବି କାଳିଦାସ ଭାରତର ଜନସାଧାରଣଙ୍କୁ 'ଉତ୍ସବପ୍ରିୟା ଖାଲୁ ମନୁଶ୍ୟାହ " ଭାବେ ବର୍ଣ୍ଣନା କରିଥିଲେ, ଯାହାର ଅର୍ଥ ହେଉଛି - ଭାରତର ଲୋକମାନେ ପର୍ବପର୍ବାଣୀକୁ ଭଲ ପାଆନ୍ତି। ସେ କହି କହିଥିଲେ ଯେ ପ୍ରତ୍ୟେକ ଋତୁରେ ଦେଶର ବିଭିନ୍ନ ଭାଗରେ ଉତ୍ସବ ଆୟୋଜନ କରାଯାଇଥାଏ। ପର୍ବପର୍ବାଣୀ ମାଧ୍ଯମରେ, ଆମେ ସମଗ୍ର ସମାଜକୁ ଏକଜୁଟ କରିବାକୁ ଏବଂ ଏକାଠି କରି ଆଗକୁ ବଢିବାକୁ ଚାହୁଁ, ଏବଂ ଉତ୍ତରାୟଣ ସେହି ଭାବନାର ଏକ ଅଂଶ।

ଶ୍ରୀ ଶାହ କହିଛନ୍ତି ଯେ, ନିରନ୍ଧର ପ୍ରୟାସ ମାଧ୍ଯମରେ ଗୁଡ଼ି ମହୋତ୍ସବକୁ ଅଧୂକ ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି। ଏହି ଗୁଡ଼ି ଉତ୍ସବ ଦେଶର ଲୋକମାନଙ୍କୁ ଦିଲ୍ଲୀ ସହିତ ଯୋଡ଼ିଦେବ ଏବଂ ଭବିଷ୍ୟତରେ ଏହା ସମଗ୍ର ଦେଶର ଏକ ପର୍ବରେ ପରିଣତ ହୋଇପାରିବ। ସେ ପରାମର୍ଶ ଦେଇଥିଲେ ଯେ, ଦିଲ୍ଲୀ ଏବଂ ସାରା ଦେଶରେ ଗୁଡ଼ି ମହୋତ୍ସବର ସମ୍ପ୍ରସାରଣ ତଥା ଦିଲ୍ଲୀ ଗୁଡ଼ି ମହୋତ୍ସବକୁ ଏହାର କେନ୍ଦ୍ରବିନ୍ଦୁ କରିବା ପାଇଁ ଏକ କମିଟି ଗଠନ କରାଯିବା ଉଚିତ, ଏହି କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ଦିଗ ଉପରେ କାର୍ଯ୍ୟ କରିବା ଉଚିତ। ସେ କହିଥିଲେ ଯେ ପରବର୍ତ୍ତୀ ଗୁଡ଼ି ମହୋତ୍ସବ ଏପରି ଭାବେ ଆୟୋଜନ କରାଯିବା ଉଚିତ, ଯାହାଦ୍ବାରା ଏହା ଦେଶ ତଥା ବିଶ୍ବର ପ୍ରମୁଖ ଗୁଡ଼ି ମହୋତ୍ସବ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିପାରିବ।

ଶ୍ରୀ ଶାହ କହିଥିଲେ ଯେ ଦିଲ୍ଲୀରେ, ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ବାଉଁଶରେ ସଜ୍ଜିତ ସୁନ୍ଦର ପ୍ରାକୃତିକ ସୁଳ ବନସେରା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଭାବେ ଉଭା ହେଉଛି। ସେ କହିଥିଲେ ଯେ ଯେତେବେଳେ ଜଣେ ବ୍ୟକ୍ତି ନିଜ ସଂକଳ୍ପକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ ହୁଅନ୍ତି, ସେତେବେଳେ ଏହି ଉଦ୍ୟାନ ନ କେତେ ଉଲ୍ଲେଖନୀୟ ଫଳାଫଳ ହାସଲ କରିପାରିବ ତାହାର ଏକ ପ୍ରମାଣ। ବନସେରା ପାର୍କର ବ୍ୟବହାର ବୃଦ୍ଧି କରିବା ଏବଂ ଦିଲ୍ଲୀବାସୀଙ୍କୁ ଏହା ଆଡ଼କୁ ଆକର୍ଷିତ କରିବା ପାଇଁ ଦିଲ୍ଲୀ ସରକାର ଏଠାରେ ଭଲ କାର୍ଯ୍ୟକ୍ରମ ଆୟୋଜନ କରିବାର ଆବଶ୍ୟ 1କତା ରହିଛି। ସେ କହିଥିଲେ, ଏଠାରେ ତିନୋଟି ମଣ୍ଡପ ରହିଛି, ଯେଉଁ ଗୁଡ଼ିର ଇତିହାସ ତଥା ଯୁଦ୍ଧ ସମୟର ବ୍ୟବହାରକୁ ପ୍ରଦର୍ଶିତ କରିଥାଏ ରିଥାଏ । ସେ କହିଥିଲେ ଯେ ଯେତେବେଳେ ସାଇମନ କମିଶନ ଦେଶକୁ ଆସିଥିଲେ, ସେତେବେଳେ ଦେଶବ୍ୟାପୀ ତୀବ୍ର ବ୍ର ବିରୋଧର ଧର ସମ୍ମୁଖୀନ ହୋଇଥିଲେ। "ସାଇମନ୍ ଗୋ ବ୍ୟାକ୍" ସ୍ଲୋଗାନ ସ୍ବାଧୀନତା ଆନ୍ଦୋଳନର ପ୍ରତିଧ୍ବନି ପାଲଟିଥିଲା। ତେବେ ସାରା ଦେଶରେ ସାଇମନ୍ କମିଶନଙ୍କ ବିରୋଧରେ ସବୁଠାରୁ ବଡ଼ ପ୍ରତିବାଦ ଉତ୍ତରାୟଣ ଦିନ "ସାଇମନ୍ ରମନ୍ ଗୋ ବ୍ୟାକ୍" ସ୍ଲୋଗାନ ଥୂବା ଗୁଡ଼ି ଉଡ଼ାଇ କରାଯାଇଥିଲା। ଭାରତୀୟମାନେ ସମଗ୍ର ଆକାଶକୁ ଗୁଡ଼ି ଦ୍ବାରା ଭର୍ତ୍ତି କରିଥିଲେ ଏବଂ ବ୍ରିଟିଶମାନଙ୍କ ସମ୍ମୁଖରେ ସେମ ଶକ୍ତି ପ୍ରଦର୍ଶନ କରିଥିଲେ । ସେମାନଙ୍କର

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ମକର ସଂକ୍ରାନ୍ତି ପର୍ବ ଏକ ଭାରତ, ଶ୍ରେଷ୍ଠ ଭାରତ' ର ଜୀବନ୍ଧ ଉଦାହରଣ ପାଲଟିଛି। ଭଗବାନ