ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତଥା ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତାଙ୍କ ବାହାଘର...
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତଥା ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତାଙ୍କ ବାହାଘର...
ଦିଲ୍ଲୀ ଅଶୋକାରୋଡରେ ଏହି ବର୍ଣ୍ଣାଢ୍ୟ ପରିବେଶରେ ବାହାଘର ଶେଷ ହୋଇଛି|
ଦୁଇଦିନ ପୂର୍ବରୁ ଅପରାଜିତାଙ୍କ ବନ୍ଧୁବାନ୍ଧବ ସହିତ କେତେକ ବିଶେଷ ଅତିଥି ସେଠାରେ ଡେରା ପକାଇଛନ୍ତି।
ସେମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଅର୍ଚ୍ଚିତାଙ୍କ ହଳଦୀ ମେହେନ୍ଦୀ ଉତ୍ସବ ଆୟୋଜନ ହୋଇସାରିଛି।
ଦିଲ୍ଲୀରେ ଆୟୋଜିତ ହଳଦୀ ଉତ୍ସବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଜେପି ନେତା ବିଶ୍ବରଞ୍ଜନ ବଡଜେନା, ଉମେଶ ଖଣ୍ଡେୱାଲ ପ୍ରମୁଖ ବହୁ ନେତା ଯୋଗ ଦେଇଛନ୍ତି।
ବାହାଘର ଉତ୍ସବରେ ଦେଶର ପ୍ରମୁଖ ଭିଭିଆଇପିମାନେ ମଧ୍ୟ ଯୋଗଦେବାର ଦେଖା ଯାଇଛି|
ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ ଶାହା, ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଯୋଗ ଦେଇଛନ୍ତି|
ସେହିପରି ବହୁ ବରିଷ୍ଠ ଆଇଏଏସ ଅଧିକାରୀ ମଧ୍ୟ ଏହି ବାହାଘରରେ ଅତିଥୀ ଭାବେ ଯୋଗ ଦେଇଛନ୍ତି |
????କନ୍ୟା ଅର୍ଚିତା ଇଂଲଣ୍ଡର ଅକ୍ସଫୋର୍ଡ university ରେ MBA student ଥିବାବେଳେ ମାତା ଅପରାଜିତା ଷଡ଼ଙ୍ଗୀ IAS ରୁ ଭୁବନେଶ୍ୱର ସାଂସଦ ଓ ପିତା ସନ୍ତୋଷ କୁମାର ଷଡ଼ଙ୍ଗୀ ଦିଲ୍ଲୀରେ IAS ଭାବେ କାର୍ଯ୍ୟରତ;
????ପୁଅ ସଚିନ ରାହ ଆନ୍ଧ୍ର କ୍ୟାଡର ର IAS, ସେ ରାଜସ୍ଥାନର ଝୁନଝୁନ ଜିଲାର ଜନ୍ମିତ ହୋଇଥିବା ବେଳେ ପିତା ଜଣେ ଇଂଜିନିୟର ଓ ମାତା ଶିକ୍ଷୟତ୍ରୀ ଅଛନ୍ତି |
ତେବେ ପ୍ରଧାନମନ୍ତ୍ରୀ ଦେଶ ବାହାରେ ଥିବାରୁ ସେ ଏଥିରେ ଯୋଗ ଦେଇ ପାରି ନାହାଁନ୍ତି।