ବିଶ୍ୱ ମାନବୀକାଧିକାର ଦିବସ ଅବସରରେ ସ୍ଥାନୀୟ ଗୀତ ଗୋବିନ୍ଦ ପରିସର ରେ ଏକ ତାଲିମ ପ୍ରଶିକ୍ଷିଣ ଶିବିର ଅମୀୟ କୁମାର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି |
ବିଶ୍ୱ ମାନବୀକାଧିକାର ଦିବସ ଅବସରରେ ସ୍ଥାନୀୟ ଗୀତ ଗୋବିନ୍ଦ ପରିସର ରେ ଏକ ତାଲିମ ପ୍ରଶିକ୍ଷିଣ ଶିବିର ଅମୀୟ କୁମାର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି |
ଏହି ଅବସରରେ ଜଷ୍ଟିସ B R ଷଡ଼ଙ୍ଗୀ, Dr କଳ୍ପନା ମଲିକ, ଅସୀମ ଅମିତାଭ ଦାସ, ମନୋଜ ଜେନା, ସ୍ନେହାଞ୍ଜଳୀ ମହାନ୍ତି, ବାସୁଦେବ ଭଟ୍ଟ,ଜୟନ୍ତ ଦାସ,TM ପ୍ରକାଶ, ରାଜୀବ ପଟ୍ଟନାୟକ, Mrs ମନୀଷା ପଟ୍ଟନାୟକ ପ୍ରଭୁତି ଯୋଗ ଦେଇ ଶିବିର କୁ ସଫଳ କରିଥିଲେ
ଏହି ପ୍ରଶିକ୍ଷିଣରେ ଶତାଧିକ ଅଧିକାର କର୍ମୀ ତାଲିମ ଗ୍ରହଣ କରିଥିଲେ |