ରତ୍ନ ଭଣ୍ଡାର ଚାବି : ସମୟ ନେଲେ ସରକାର

ପୁରୀ : ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । କମିଶନରଙ୍କ ରିପୋର୍ଟ ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବ ଶୁଣାଣିରେ ମଧ୍ୟ ସମୟ ନେଇଥିଲେ ସରକାର। ବାରମ୍ବାର ସରକାର ସମୟ ନେଉଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେବେ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କେରିବେ, ସେନେଇ ଜବାବ ଦାଖଲ କରିବାକୁ କୋର୍ଟ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Mar 15, 2024 - 16:10
 4
ରତ୍ନ ଭଣ୍ଡାର ଚାବି : ସମୟ ନେଲେ ସରକାର