ରଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ନେଲେ 13 OAS...

Jun 26, 2026 - 08:44
 36
ରଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ନେଲେ 13 OAS...

ରଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ନେଲେ 13 OAS...

ରଥଯାତ୍ରା ପରିଚାଳନା ପାଇଁ ପୁରୀରେ ୧୩ OAS ଅଧିକାରୀଙ୍କୁ ଦାୟିତ୍ବ

୧୩ OASଙ୍କୁ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଭାବେ ନିଯୁକ୍ତ କଲେ ସରକାର

ଜୁନ ୨୫ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ପୁରୀରେ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ

ରଥଯାତ୍ରା ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ସହଯୋଗ କରିବେ