ରାଜସ୍ଥାନର ଦୌସାରୁ ହନିଟ୍ରାପର ଏକ ମାମଲା ସାମ୍ନାକୁ ଆସିଛି .

Mar 30, 2025 - 21:05
 39
ରାଜସ୍ଥାନର ଦୌସାରୁ ହନିଟ୍ରାପର ଏକ ମାମଲା ସାମ୍ନାକୁ ଆସିଛି .

ରାଜସ୍ଥାନର ଦୌସାରୁ ହନିଟ୍ରାପର ଏକ ମାମଲା ସାମ୍ନାକୁ ଆସିଛି। ଏଠାରୁ ତିନି ଜଣ ଏପରି ମହିଳାଙ୍କୁ ଗିରଫ କରାଯାଇଛି, ଯେଉଁମାନେ ପ୍ରଥମେ ଲୋକମାନଙ୍କୁ ନିଜ ଜାଲରେ ଫସାଇଥିଲେ ଏବଂ ପରେ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ପୁଲିସ ଏହି ହନିଟ୍ରାପ୍‌ ମାମଲାର ପର୍ଦ୍ଦାଫାସ୍ କରିଛି। ଏବେ ପୁଲିସ ଜାଲରେ ୩ ସୁନ୍ଦରୀ ଫସିଛନ୍ତି।