ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏକତା ପଦଯାତ୍ରା...
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏକତା ପଦଯାତ୍ରା...
ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ କଟକ ଠାରେ ଆୟୋଜିତ 'ଏକତା ପଦଯାତ୍ରା'ରେ ଯୋଗ ଦେଇଥିଲେ ।
ଆୟୋଜିତ ଏହି ପଦଯାତ୍ରାରେ ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ଉପ ସଭାପତି ଶ୍ରୀ ବିଷ୍ଣୁ ଦାସ, କଟକ ଜିଲ୍ଲା ସଭାପତି ଶ୍ରୀ ସୁକାନୁ କୁମାର ବିଶ୍ବାଳ ଓ ଅନ୍ୟ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।