ରାଜ୍ୟରେ ବ୍ୟାପକ ସଡ଼କ ସଂଯୋଗୀକରଣ ସଂପର୍କିତ ଯୋଜନା ଉପସ୍ଥାପିତ

Apr 16, 2026 - 08:05
 4
ରାଜ୍ୟରେ ବ୍ୟାପକ ସଡ଼କ ସଂଯୋଗୀକରଣ ସଂପର୍କିତ ଯୋଜନା ଉପସ୍ଥାପିତ

କୋରାପୁଟ ଜିଲ୍ଲାର ବିକାଶ ପାଇଁ ପ୍ରମୁଖ ୨୫ ପଦକ୍ଷେପ ସଂପର୍କରେ ଜିଲ୍ଲାପାଳଙ୍କ ଉପସ୍ଥାପନା

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକୁ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ଏଥ୍ ସହିତ ପ୍ରଶିକ୍ଷଣ ନେଉଥିବା ୨୦୨୪ ବ୍ୟା ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ପ୍ରୋବେଶନରମାନେ ମଧ୍ୟ ଅଭିଜ୍ଞତା ଅର୍ଜନ ପାଇଁ ବୈଠକରେ ଯୋଗଦେଇଥ୍ ଦେଇଥିଲେ । ବୈଠକରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ବାନ ମହାଜନ ଆଭାସୀ ମାଧ୍ୟମରେ ଯୋଗଦେଇ ଗଦେଇ ଉପସ୍ଥାପନା ରଖୁଥୁଲେ ।

ও ସେହିପରି ସମସ୍ତଙ୍କୁ ପ୍ରଶଂସା ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ମାର୍ଚ୍ଚ ମାସରେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ପ୍ରମୁଖ ପଦକ୍ଷେପଗୁଡ଼ିକ ସଂପର୍କରେ ଉଲ୍ଲେଖ କରିଥିଲେ । ଇଣ୍ଡିଆ ସ୍କିଲ୍ସ-୨୦୨୫-୨୬ ପ୍ରତିଯୋଗିତାରେ ଓଡ଼ିଶାର ॥ର ସର୍ବୋକୃଷ୍ଟ ପ୍ରଦର୍ଶନ ପାଇଁ ଦକ୍ଷତା ବିକାଶ ବିଭାଗର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ଶ୍ରୀମନ୍ଦିର ଦିର ରତ୍ନଭଣ୍ତାରର “ଗଣତି-ମଣତି" କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସଂପୂକୁ ସ କରାଯା ଯାଇଥିଲା । ଏଥି ସହ "ଆମେ ଜାଣିବା ଆମ ବଜେଟ୍” କାର୍ଯ୍ୟକ୍ରମରେ ବଜେଟ୍ ସଂପର୍କିତ ସୂଚନାର ପ୍ରଚାର ପ୍ରସାର ଓ ଏ ସଂପର୍କରେ ଆଗକୁ କାର୍ଯ୍ୟକ୍ରମ ଜାରି ରହିବା ନେଇ ଆଲୋଚନା କରାଯାଇ ଇଥିଲା । ଅର୍ଥ ଏବଂ ସୂଚନା ଓ ଲୋକ କ ସଂପର୍କ ବିଭାଗର ପ୍ରଯ ପ୍ରୟାସକୁ ଏଥିପାଇଁ ପ୍ରଶଂସା କରାଯାଇଥିଲା । ଆଇ-ଗିଟ୍ କର୍ମଯୋଗୀ ଭାରତ ପ୍ଲାଟଫର୍ମରେ “ସ "ସାଧନା ସପ୍ତାହ" ପ୍ତାହ" ବିଶେଷ ଦକ୍ଷତା ବିକାଶ ପ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଅଧୂକାରୀ ଓ କର୍ମଚାରୀ ଚାରୀମାନେ ଏହି ବ୍ୟବସ୍ଥାକୁ ଆସି ପ୍ରଶିକ୍ଷଣ ନେବା(ଅନ୍ ବୋର୍ଡିଂ) ୯୫ ପ୍ରତିଶତରୁ ୯୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବ୍ୟବସ୍ଥାରେ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବଢ଼ିଥ‌ିବାରୁ ମୁଖ୍ୟ ସର୍ତିବ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପ୍ରୟାସକୁ ପ୍ରଶଂସା କରିଥିଲେ। "ଓଡ଼ିଆ ପକ୍ଷ " ରାଜ୍ୟବ୍ୟାପୀ ଭାବେ ବ୍ୟାପକ ଭାବେ ପାଳନ କରାଯାଇଥିବାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସଂପୂକୁ ଅନ୍ୟ ସମସ୍ତ ବିଭାଗର ସହଯୋଗକୁ ପ୍ରଶଂସା କରାଯାଇଥିଲା । ବୈଠକରେ ଆଗାମୀ ଦିନରେ “ଉପଲବ୍ଧି ପୋର୍ଟାଲ" କାର୍ଯ୍ୟକାରୀ ହେବା ନେଇ ସିଏମଜିଆଇ ତରଫରୁ ଡିଜାଇନ୍ ଉପସ୍ଥାପିତ ହୋଇଥିଲା । ଏହି ପୋର୍ଟାଲରେ ବିଭିନ୍ନ ବିଭାଗର ପ୍ରତିମାସରେ ଉଲ୍ଲେଖନୀୟ କାର୍ଯ୍ୟ, ପ୍ରଗତି ଓ ସଫଳତା ଅପଲୋଡ୍ କରାଯିବ ଏବଂ ବିଭାଗମାନଙ୍କ ସମେତ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତରରେ ମଧ୍ୟ ତାହା ଅନୁଧ୍ୟାନ କରାଯିବା ସହଜ ହୋଇପାରିବ ।

ଅର୍ଥ ବିଭାଗ ତରଫରୁ ବିଭାଗର ପ୍ରମୁଖ ଶାସନ ସଚିବ ଚିବ ଶ୍ରୀ ସଂଜୀବ ମିଶ୍ର ଯୋଗଦେଇ ରାଜ୍ୟ ମାନଙ୍କୁ ପୁଞ୍ଜି ନିବେଶ ପାଇଁ ସହାୟତା ପ୍ରଦାନ କରୁଥ‌ିବା କେନ୍ଦ୍ରୀୟ ଅନୁଦାନ(ଏସଏଏସସିଆଇ) ର ଉପଯୋଗ ସଂପର୍କରେ ଗୁରୁତ୍ବ ଦିଆଯାଇଥିଲା । ଏହା ସହ ପୂର୍ବ ବିଭିଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୂର୍ବ ବିଭାଗର ୨୫ଟି ପ୍ରମୁଖ ପ୍ରକଳ୍ପ ଓ ପଦକ୍ଷେପ ବିଷୟରେ ବିସ୍ତୃତି ଉପସ୍ଥାପନା କରିଥିଲେ । ରାଜ୍ୟରେ ସଡକ ନେଟୱର୍କର ଉନ୍ନତି ପାଇଁ ରହିଥ‌ିବା ଦୀର୍ଘସୂତ୍ରୀ ଯୋଜନା ବିଷୟରେ ସେ ଉପସ୍ଥାପନା କରିଥିଲେ । ଏହା ରାଜ୍ୟର ଗମନା ଗମନ ସହ ପର୍ଯ୍ୟଟନ ସୁଯୋଗକୁ ବ୍ୟାପକ କରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

ପ୍ରତି ଜିଲ୍ଲାରେ ୨୫ଟି ଜିଲ୍ଲାସ୍ତରୀୟ ପ୍ରମୁଖ ପଦକ୍ଷେପ ପ୍ରସ୍ତୁତି ସମ୍ପର୍କରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ବାନ ମହାଜନ “ବିକଶିତ ଓଡ଼ିଶା" ସହ ସମନ୍ବୟ କରି ଏକ ଉପସ୍ଥାପନା ରଖୁଥିଲେ ।

“କୋରାପୁଟ ସ୍ୱାର୍କ୍ ଏକ୍ସ" ଉପରେ ଉପସ୍ଥାପନା କରି ସେ ଅଭିନବତ୍ବ ପ୍ରତିପାଦନ, ପ୍ରତିଷ୍ଠାନଗତ ଉନ୍ନତି ଓ ଜିଲ୍ଲାର ସ୍ଥାୟୀ ବିକାଶ ସଂପର୍କରେ ସେ ଆଲୋକପାତ କରିଥିଲେ । ଜିଲ୍ଲାର ଜୀବିକା ନିର୍ବାହ, କୃଷି ଓ ପ୍ରାଣୀପାଳନ, ମସଲା, ମତ୍ସ୍ୟଚାଷ, ଫୁଲ ହବ୍, ବୟନ ଶିଳ୍ପ, ବିମାନ ବନ୍ଦରର ବିକାଶ, ମେଗା ପାନୀୟ ଜଳ ପ୍ରକଳ୍ପ, ପର୍ଯ୍ୟଟନ, ସେତୁ ଓ ସଡକ ନିର୍ମାଣ ଭଳି କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିବା ସହ "ପରବ" ଲୋକପର୍ବ ମାଧ୍ୟମରେ କୋରାପୁଟ ଜିଲ୍ଲାର ବିକାଶକୁ ଉଲ୍ଲେଖ କରାଯାଇଥିଲା । ଜିଲ୍ଲାରେ ଶିଳ୍ପର ବିକାଶ କାଶକୁ ତ୍ୱରାନ୍ବିତ କରିବା ଉପରେ ମଧ୍ଯ ବିଶେଷ ଗୁରୁତ୍ବ ଦିଆଯାଇଥିଲା ।