ଶିକ୍ଷକଙ୍କ ନିଯୁକ୍ତିରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ...
ବିଭିନ୍ନ ସ୍କୁଲ୍ରେ ଅତିଥି ଶିକ୍ଷକ ନିଯୁକ୍ତି ମାମଲା
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ଖାଲି ଥିବା ପଦବୀ କେତେ?
ଯୋଗ୍ୟ ହୋଇ ମଧ୍ୟ ବେକାର ଥିବା ପ୍ରାର୍ଥୀଙ୍କୁ ବାଦ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେବାରେ ଆବଶ୍ୟକତା କ’ଣ ?
ଖାଲିଥିବା ୬,୩୮୭ ପଦରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ କହିଥିଲେ ସରକାର
ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ