ଶୀତ ଅଧୂବେଶନ ଡିସେମ୍ବର ୧ ତାରିଖ ରୁ ଆରମ୍ଭ...
ଭୁବନେଶ୍ବର: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧୂବେଶନ। ଡିସେମ୍ବର ୧୯ ତା ତାରିଖ ପର୍ଯ୍ୟନ୍ତ ଚାଲିବ ଅଧୂବେଶନ ।
ଶୀତ ଅଧୂବେଶନ ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ।