ଶ୍ରୀ ଗୁରୁ ତେଗ ବହାଦୁର ଜୀ ଙ୍କ 350 ତମ ଶହୀଦ ଦିବସ...

Nov 26, 2025 - 08:44
 5
ଶ୍ରୀ ଗୁରୁ ତେଗ ବହାଦୁର ଜୀ ଙ୍କ 350 ତମ ଶହୀଦ ଦିବସ...

ଗତ ମାସରେ, ଏକ ପବିତ୍ର ଯାତ୍ରାର ଅଂଶ ଭାବରେ, ଗୁରୁ ମହାରାଜଙ୍କ ପୂଜ୍ୟ ‘ଯୋଡା ସାହିବ'କୁ ଦିଲ୍ଲୀରୁ ପାଟନା ସାହିବକୁ ନିଆଯାଇଥିଲା; ସେଠାରେ, ମୁଁ ଏହି ପବିତ୍ର ଯୋଡା ସାହିବଙ୍କ ସମ୍ମୁଖରେ ପ୍ରଣାମ କରିବାର ସୁଯୋଗ ମଧ୍ୟ ପାଇଲି। ମୁଁ ଏହାକୁ ଗୁରୁମ ମାନଙ୍କର ଏକ ବିଶେଷ ଆଶୀର୍ବାଦ ବୋଲି ମନେ କରେ ଯେ ସେମାନେ ମୋତେ ସେବା କରିବା, ନିଜକୁ ସମର୍ପିତ କରିବା ଏବଂ ଏହି ପବିତ୍ର ଐତିହ୍ୟ ସହିତ ଯୋଗ ଦେବାର ସୁଯୋଗ ପ୍ରଦାନ କରିଥିଲେ: ପ୍ରଧାନମନ୍ତ୍ରୀ

ନିଶାର କୁଅଭ୍ୟାସ ଆମର ଅନେକ ଯୁବବର୍ଗଙ୍କ ସ୍ବପ୍ନକୁ ଗଭୀର ସଂକଟ ମଧ୍ୟରେ ପକାଇ ଦେଇଛି; ସରକ ସରକାର ଏହି ସମସ୍ୟାକୁ ମୂଳରୁ ସମାପ୍ତି କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି, କିନ୍ତୁ ଏହା ସମାଜ ଏବଂ ପରିବାର ପାଇଁ ମଧ୍ୟ ଏକ ଲଢ଼େଇ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ 1 ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷି ଚାର୍ଷିକୀ ସମାରୋ ରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କ ଅଭି ଅଭିଭାଷଣରେ ପ୍ରଧାନମନ୍ତ୍ର ନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭାରତର ଐତିହ୍ୟରେ ହ୍ୟରେ ଏକ ସୁନ୍ଦର ସଙ୍ଗମ। ଆଜି ସକାଳେ ସେ ରାମାୟଣର ନଗରୀ ଅଯୋଧ୍ୟାରେ ଥିଲେ ଏବଂ ଏବେ ଏବେ ସେ ଗୀତାର ନଗରୀ କୁରୁକ୍ଷେତ୍ରରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ସମସ୍ତେ ଆଜି ଶ୍ରୀ ଗୁରୁ ତେଗ ବାହାଦୁର ଦୁର ଜୀଙ୍କ 350ତମ ସହିଦ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ସନ୍ଥ ଏବଂ ସମ୍ମାନିତ ସଂଗତ ଗତମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ ପ୍ରକାଶ କରିଥିଲେ ଏବଂ ସମସ୍ତଙ୍କ ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତି କରିଥିଲେ।

ନାନକରେ 5-6 ବର୍ଷ ପୂର୍ବେ ଘଟିଥୂବା ଆଉ ଏକ ଉଲ୍ଲେଖନୀୟ ସଂଯୋଗକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ, ୨ ନଭେମ୍ବର, 2019ରେ ଯେତେବେଳେ ସୁପ୍ରିମକୋର୍ଟ ରାମ ମନ୍ଦିର ଉପରେ ପରେ ତାଙ୍କ ରାୟ ଶୁଣାଇଥିଲେ, ସେ କରତାରପୁର କରିଡର ଉଦଘାଟନ ପାଇଁ ଡେରା ବାବା ନା ଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହି ଦିନ ସେ ରାମ ମନ୍ଦିର ନିର୍ମାଣ ଏବଂ ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ଆକାଂକ୍ଷା ପୂରଣ ପାଇଁ ପ୍ରାର୍ଥନା କରୁଥିଲେ। ସେ କହିଥିଲେ ଯେ ରାମ ମନ୍ଦିର ସପକ୍ଷରେ ରାୟ ଆସିବା ସହିତ ସମସ୍ତଙ୍କ ପ୍ରାର୍ଥନାକୁ ସ୍ଵୀକାର କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଯେତେବେଳେ ଅଯୋଧ୍ୟାରେ ଧର୍ମଧ୍ଵଜା ସ୍ଥାପନ କରାଯାଇଛି, ତାଙ୍କୁ ପୁଣି ଥରେ ଶିଖ ସଂଗତ ଠାରୁ ଆଶୀର୍ବାଦ ନେବାର ସୁଯୋଗ ମିଳିଛି।

ଶ୍ରୀ ମୋଦୀ କହିଛନ୍ତି ଯେ କିଛି ସମୟ ପୂର୍ବରୁ କୁରୁକ୍ଷେତ୍ର ଭୂମିରେ ‘ପାଞ୍ଚଜନ୍ୟ ସ୍ମାରକ' ଉଦଘାଟନ କରାଯାଇଛି। ଏହି ଭୂମିରେ ହିଁ ଭଗବାନ ଶ୍ରୀକୃଷ୍ଣ ସତ୍ୟ ଏବଂ ନ୍ୟାୟର ସୁରକ୍ଷାକୁ ସର୍ବୋଚ୍ଚ କର୍ତ୍ତବ୍ୟ ଭାବରେ ଘୋଷଣା କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ, ସତ୍ୟର ପଥ ଅନୁସରଣ କରିବା ଏବଂ ନିଜ କର୍ତ୍ତବ୍ୟ ପାଇଁ ଜୀବନ ବଳିଦାନ ଦେବା ସର୍ବୋଚ୍ଚ ଅଟେ । ଶ୍ରୀ ଗୁରୁ ତେଗ ବାହାଦୁର ଜୀ ମଧ୍ୟ ସତ୍ୟ, ନ୍ୟାୟ ଏବଂ ବିଶ୍ବାସର ସୁରକ୍ଷାକୁ ନିଜର ଧର୍ମ ବୋଲି ବିବେଚନା କରିଥିଲେ ଏବଂ ନିଜ ଜୀବନ ବଳିଦାନ ଦେଇ ଏହି ଧର୍ମକୁ ପାଳନ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହି ଐତିହାସିକ ଅବସରରେ, ଭାରତ ସରକାର ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଚରଣରେ ଏକ ସ୍ମାରକୀ ଡାକଟିକଟ ଏବଂ ଏକ ସ୍ବତନ୍ତ୍ର ମୁଦ୍ରା ଉତ୍ସର୍ଗ କରିବାର ସୌଭାଗ୍ୟ ଅନୁଭବ କରୁଛନ୍ତି। ସରକାର ଏହିପରି ଭାବରେ ଗୁରୁ ପରମ୍ପରାର ସେବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କାମନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୁରୁକ୍ଷେତ୍ରର ପବିତ୍ର ଭୂମି ଶିଖ ପରମ୍ପରାର ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର। ଶିଖ ପରମ୍ପରାର ପ୍ରାୟ ସମସ୍ତ ଗୁରୁ ସେମାନଙ୍କର ପବିତ୍ର ଯାତ୍ରା ସମୟରେ ଏହି ଭୂମିକୁ ଆସିଥିଲେ। ଯେତେବେଳେ ନବମ ଗୁରୁ, ଶ୍ରୀ ଗୁରୁ ତେଗ ବାହାଦୁର ଜୀ ଏହି ପର୍ବ ପବିତ୍ର ଭୂମିକୁ ଆସିଥିଲେ, ସେତେବେଳେ ସେ ତୀବ୍ର ତପସ୍ୟା ଏବଂ ନିଭୀକ ସାହସର ଗଭୀର ଛାପ ଛା ଛାଡି ଯାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥୁଲେ।

ଶ୍ରୀ ମୋଦୀ ଗୁରୁତ୍ବାରୋପ କରି କହିଥିଲେ, ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ପରି ବ ବ୍ୟକ୍ତିତ୍ବ ଇତିହାସରେ ବିରଳ ଏବଂ ତାଙ୍କ ଜୀବନ, ବଳିଦାନ ଏବଂ ଚରିତ୍ର ପ୍ରେରଣାର ଏକ ମହାନ ଉତ୍ସ। ମୋଗଲ ଆକ୍ରମଣ ସମୟରେ ଗୁରୁ ସାହିବ ସାହସିକତାର ଉଦାହରଣ ପ୍ରତିଷ୍ଠା କରିଥିଲେ। ଗୁରୁ ତେଗ ବାହାଦୁର ଜୀଙ୍କ ସହିଦ ହେବା ପୂର୍ବରୁ, ମୋଗଲ ଆକ୍ରମଣକାରୀମାନେ ନ କାଶ୍ମୀରୀ ହିନ୍ଦୁମାନଙ୍କୁ ବଳପୂର୍ବକ ଇସଲାମ ଧର୍ମ ପରିବର୍ତ୍ତନ କରାଉଥିଲେ। ଏହି ସଙ୍କଟର ସମୟରେ, ପୀଡ଼ିତ ଲୋକଙ୍କର ଏକ ଗୋଷ୍ଠୀ ଗୁରୁ ସାହେବଙ୍କ ଠାରୁ ସାହାଯ୍ୟ ଲୋଡ଼ିଥିଲେ। ଗୁରୁ ସାହିବ ସେମାନଙ୍କ ଜରିଆରେ ଔରଙ୍ଗଜେବକୁ ଏକ ସୃଷ୍ଟ ବାର୍ତ୍ତା ଦେଇଥିଲେ । ଗୁରୁ କହିଥିଲେ, ଯଦି ନିଜେ ଗୁରୁ ତେଗ୍ ବାହାଦୂର ଇସଲାମ୍ ଧର୍ମ ସ୍ବୀକାର କରିବେ, ତେବେ ସେମାନେ ମଧ୍ଯ ଇସଲାମ ଧର୍ମ ଆପଣେଇ ନେବେ । 1