ଶ୍ରୀ ଜଗନ୍ନାଥ ଙ୍କ ମହିମା ହେବ ଆହୁରି ଲୋକାଭିମୁଖୀ
ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ମୁତାବକ:
ସଂସଦୀୟ କମିଟି ଶ୍ରୀମନ୍ଦିର ଦର୍ଶନ କଲେ
ସଂସଦୀୟ କମିଟି ସଂସଦରେ ରଥ ଚକ କୁ ସମ୍ମାନିତ କରିବାକୁ ପ୍ରସ୍ତାବ ରଖିଲେ
ବାଚସ୍ପତି ଓ଼ମ ବିର୍ଲା ପ୍ରସ୍ତାବକୁ ସମ୍ମତି ଜଣାଇ ଯଥା ସ୍ଥାନରେ ସଂମାନ ର ସହ ସ୍ଥାନିତ କରିବାକୁ ସହମତି ପ୍ରଦାନ କଲେ |