ଶ୍ରୀମନ୍ଦିରରେ ପଞ୍ଚୁକ ନୀତିମାଳା - ୨୦୨୫

Oct 28, 2025 - 08:43
 11
ଶ୍ରୀମନ୍ଦିରରେ ପଞ୍ଚୁକ ନୀତିମାଳା - ୨୦୨୫

୦୨/୧୧/୨୦୨୫ (ରବିବାର) : ଲକ୍ଷ୍ମୀ ନାରାୟଣ ବେଶ, ହରି ଉତ୍ଥାପନ ବଡ଼ ଏକାଦଶୀ

୦୩/୧୧/୨୦୨୫ (ସୋମବାର) : ତ୍ରିବିକ୍ରମ ବେଶ, ଗରୁଡ଼ ଉତ୍ଥାପନ ଦ୍ୱାଦଶୀ

୦୪/୧୧/୨୦୨୫ (ମଙ୍ଗଳବାର) : ତ୍ରୟୋଦଶୀ, ଲକ୍ଷ୍ମୀ ନୃସିଂହ ବେଶ

୦୫/୧୧/୨୦୨୫ (ବୁଧବାର) : କାର୍ତ୍ତିକ/ରାସ ପୂର୍ଣ୍ଣିମା, ରାଜାଧିରାଜ ବେଶ