ଷଷ୍ଠ ଅନୁର୍ଜାତୀୟ କୃଷି ବିଜ୍ଞାନ କଂଗ୍ରେସ ଉଦଘାଟିତ.....
ଷଷ୍ଠ ଅନୁର୍ଜାତୀୟ କୃଷି ବିଜ୍ଞାନ କଂଗ୍ରେସ ଉଦଘାଟନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ
ସ୍ମାର୍ଟ, ସ୍ଥାୟୀ ଏବଂ ଲାଭଦାୟକ କୃଷି ହେବ ବିକଶିତ ଭାରତ @୨୦୪୭ର ମୂଳଦୁଆ: ଶ୍ରୀ ଶିବରାଜ ସିଂହ ଚୌହାନ
କୃଷିମନ୍ତ୍ରୀଙ୍କ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଚାଷୀ, ଯୁବପିଢ଼ି ଏବଂ ବିଜ୍ଞାନକୁ ଏକୀକୃତ କରିବାର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ
କୃଷକଙ୍କ ପ୍ରାଥମିକ ଚ୍ୟାଲେଞ୍ଜର ଆଧାରରେ ଗବେଷଣା ପ୍ରାଥମିକତା ମଧ୍ୟ ସ୍ଥିର କରାଯିବା ଆବଶ୍ୟକ: ଶ୍ରୀ ଶିବରାଜ ସିଂହ ଚୌହାନ
କାର୍ଯ୍ୟକ୍ରମରେ ସାରା ବିଶ୍ବର ଏକ ହଜାରରୁ ଅଧୂକ ପ୍ରତିନିଧୂଙ୍କ ଅଂଶଗ୍ରହଣ
୨୪.୧୧.୨୦୨୫: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚେ ଚୌହାନଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସର ଏନପିଏଲ୍ ଅଡିଟୋରିୟମରେ ଷଷ୍ଠ ଅନ୍ତର୍ଜାତୀୟ କୃଷି ବିଜ୍ଞାନ କଂଗ୍ରେସ (ଆଇଏସି–୨୦୨୫) ଉଦ୍ଘାଟିତ ହୋଇଛି। ଏହି ତିନି ଦିନିଆ ବିଶ୍ବସ୍ତରୀୟ ୟ କାର୍ଯ୍ୟକ୍ରମ (୨୪-୨୬ ନଭେମ୍ବର ୨୦୨୫) ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର), ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (ଆଇଏ ଇଏଆରଆଇ), ଜାତୀୟ ୟ କୃଷି ବିଜ୍ଞାନ ଏକାଡେମୀ (ଏନଏଏଏସ୍) ଏବଂ କୃଷି ବିଜ୍ଞାନ ଉନ୍ନତି ଟ୍ରଷ୍ଟ (ଟିଏଏଏସ୍) ସହଯୋଗରେ ଇଣ୍ଡିଆନ୍ ସୋସ ସୋସାଇଟି ଅଫ୍ ଆଗ୍ରୋନୋ ନୋମି (ଆଇଏସ ରଏସଏ) ଦ୍ବାରା ଆୟୋଜିତ ହେଉଛି।
ଭାରତ ଏବଂ ବିଦେଶରୁ ଏକ ହଜାରରୁ ଅଧୂକ ବୈ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ଛାତ୍ର, ବିକାଶ ଅଂଶୀଦାର ଏବଂ ଶିଳ୍ପ ବିଶେଷଜ୍ଞ କଂଗ୍ରେସରେ ଅଂଶଗ୍ରହଣ କରୁଛନ୍ତି। ଏହି ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ), ଅନ୍ତର୍ଜାତୀୟ ମକା ଏବଂ ଗହମ ଉନ୍ନତି କେନ୍ଦ୍ର (ସିଆଇଏମଏମୱାଇଟି), ଇଣ୍ଟରନାସମ ସନାଲ୍ କ୍ରପ୍ସ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଫର ଦି ସେମି-ଏରିଡ୍ ଟ୍ରପିକ୍ସ (ଆଇସିଆରଆଇଏସଏଟି), ଅନୁର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆର (ଆରଆଇ), ଇଣ୍ଟରନାସନାଲ୍ ସେଣ୍ଟର ଫର୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ ଇନ୍ ଦି ଡ୍ରାଏ ଏରିଆଜ୍ (ଆଇସିଏଆରଡିଏ) ଏବଂ ଅର୍ନ୍ତର୍ଜାତୀୟ ତୀୟ ସାର ବିକାଶ କେନ୍ଦ୍ର କେନ୍ଦ୍ର (ଆଇଏଫର୍ଡିସି "ଡିସି) ସମେତ ଅନେକ ଅନୁର୍ଜାତୀୟ ସଂଗଠନର ବୈଜ୍ଞାନିକମାନେ ମଧ୍ୟ ଉପସ୍ଥିତ ଅଛନ୍ତି ଅଛନ୍ତି।
ସମାବେଶକୁ ସମ୍ବୋଧୂତ କରି ମୁଖ୍ୟ ଅତିଥୁ ମାନ୍ୟବର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ବିକଶିତ ଭାରତ @୨୦୪୭ର ମୂଳଦୁଆ ସ୍ମାର୍ଟ, ସ୍ଥାୟୀ ଏବଂ ଲାଭଜନକ କୃଷି ଉପରେ ରହିଛି। ସେ ମନ୍ଧବ୍ୟ ଦେଇଥିଲେ, "କୃଷିକୁ ଭବିଷ୍ୟତ ପିଢ଼ି ପାଇଁ ଅଧୂକ ସଂରକ୍ଷଣ କରିବା ସହିତ କମ୍ ସମ୍ବଳରେ ତରେ ଅଧୂକ ଉତ୍ପାଦନ କରିବା ଦିଗରେ ଅଗ୍ରସର ହେବା ଉଚିତ। କୃଷି ବିଜ୍ଞାନ ହେଉଛି ବୈଜ୍ଞାନିକ ଗବେଷଣାକୁ କୃଷକଙ୍କ କ୍ଷେତ ତ ସହିତ ସଂଯୋଗ କରୁଥିବା ସେତୁ।" ମନ୍ତ୍ରୀ ମୃତ୍ତିକା ସ୍ବାସ୍ଥ୍ୟ, ଜଳ ବ୍ୟବହାର ଦକ୍ଷତା, ଜୈବ ବିବିଧତା, ପରିବେଶ-ସୁରକ୍ଷା ଏବଂ ଡିଜିଟାଲ୍ ଟାଲ୍ କୃଷି କୃଷିକୁ ଉନ୍ନତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ କଂଗ୍ରେସରୁ ଆସୁଥିବା ରିଶଗୁଡ଼ିକୁ ଜାତୀୟ ନୀତି ଏବଂ ଆଞ୍ଚଳିକ କାର୍ଯ୍ୟ ଯୋଜନାରେ ସାମିଲ କରାଯିବ।
ଉଦଘାଟନୀ ଅଧୂବେଶନରେ, ଶ୍ରୀ ଶିବରାଜ ସିଂହ ଚୌହାନ ଆଇଏସି-୨୦୨୫ ଘୋଷଣାପତ୍ର ପ୍ରକାଶ କରିଥିଲେ, ଯେଉଁଥିରେ ପ୍ରମୁଖ ସୁପାରିଶଗୁଡ଼ିକ ଅନ୍ତର୍ଭୁକ୍ତ ଥୁଲା ଯେପରିକି:
ମାଟି-କାର୍ବନ ସଂରକ୍ଷଣ ଏବଂ ଜଳ-ଦକ୍ଷ କୃଷିକୁ ପ୍ରୋତ୍ସାହନ
ଏଆଇ-ଆଧାରିତ ଡିଜିଟାଲ୍ କୃଷି ସମାଧାନ ଏବଂ କୃଷି-ବ୍ୟାକ୍ ଫ୍ରେମୱାର୍କକୁ ବୃଦ୍ଧି କରିବା
ପ୍ରାକୃତିକ ଏବଂ ରିଜେନେରେଟିଭ୍ କୃଷି ମଡେଲଗୁଡ଼ିକୁ ମୁଖ୍ୟଧାରାରେ ପରିଣତ କରିବା
ଯୁବ ଏବଂ ମହିଳା କୃଷକମାନଙ୍କ ପାଇଁ ଲକ୍ଷ୍ୟଭିତ୍ତୀକ ନବସୃଜନ କାର୍ଯ୍ୟକ୍ରମ
এ๑° ବିଶ୍ବବିଦ୍ୟାଳୟ ସ୍ତରରେ ପରବର୍ତ୍ତୀ ପିଢ଼ିର କୃଷି ଶିକ୍ଷା
ଏକ-ସ୍ବାସ୍ଥ୍ୟ, ଜୀବନ ମିଶନ, ଏବଂ ନେଟ୍-ଜିରୋ ୨୦୭୦ ସମନ୍ବିତ କୃଷି ରଣନୀତି
ଭାରତୀୟ ଜଳବାୟୁ-ସ୍ମାର୍ଟ କୃଷି ମଡେଲର ବିଶ୍ବସ୍ତରୀୟ ପ୍ରସାର
କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭାଗୀରଥ ଚୌଧୁରୀ କହିଛନ୍ତି, "କୃଷି ବିଜ୍ଞାନ କୃଷକଙ୍କ ପ୍ରକୃତ ସମସ୍ୟାର ସମାଧାନ ହେବା ଆବଶ୍ୟକ।" ସେ
ଗୁରୁତ୍ବାରୋପ କରିଥିଲେ ଯେ, କୃଷି ବିଜ୍ଞାନର ଚୂଡ଼ାନ୍ତି ଲକ୍ଷ୍ୟ କ୍ଷ୍ୟ ହେଉଛି କୃଷକଙ୍କ ଆୟ, ପରିବେଶ ସୁରକ୍ଷା ଏବଂ ଏବଂ ପୋଷକ ଗୁଣବତ୍ତା ବୃଦ୍ଧି କରିବା। ସେ କହିଥିଲେ ଯେ ନବସୃଜନ ପ୍ରତ୍ୟେକ କ୍ଷେତ୍ରରେ ରେ ପହଞ୍ଚିବା ଉଚିତ - ରାଜସ୍ଥାନର ଶୁଷ୍କ ଭୂମି ଭୂମି ହେଉ କିମ୍ବା ନିମ୍ବା ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ। ସେ ବର୍ଷା ନିର୍ଭରଶୀଳ କୃଷି, ପ୍ରାକୃତିକ ସମ୍ବଳ ପରି ପରିଚାଳନା, ମହିଳା ଅଂଶଗ୍ରହଣ, ଯୁବ-ନେତୃତ୍ବାଧୀନ ନବସୃଜନ ଏବଂ ଗ୍ରାମୀଣ କ୍ଷୁଦ୍ର-ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ ରାପ କ କରିଥିଲେ।
କାର୍ଯ୍ୟକ୍ରମରେ ଏହି ବିଷୟଗୁଡ଼ିକ ଉପ ଉପରେ ବୈଜ୍ଞାନିକ ଉପସ୍ଥାପନା ଅନ୍ତର୍ଭୁକ୍ତ ହେବ:
ଜଳବାୟୁ-ସ୍ଥାପକ କୃଷି ଏବଂ କାର୍ବନ-ନିରପେକ୍ଷ କୃଷି
ଆଧାରିତ ସମାଧାନ ଏବଂ ଏକ-ସ୍ବାସ୍ଥ୍ୟ ପ୍ରକୃତି-ଆଧାରି
ସଠିକ୍ ଇନ ଇନପୁଟ୍ ପରିଚାଳନା ଏବଂ ସମ୍ବଳ ଦକ୍ଷତା
ଜେନେଟିକ୍ ସମ୍ଭାବନାକୁ ଉପଯୋଗ କରିବା
ଶକ୍ତି-ଦକ୍ଷ ଯନ୍ତ୍ରପାତି, ଡିଜିଟାଲ୍ ସମାଧାନ, ଏବଂ ଅମଳ ପରବର୍ତ୍ତୀ ପରିଚାଳନା
ପୁଷ୍ଟି-ସମ୍ବେଦନଶୀଳ କୃଷି ଏବଂ ପରିବେଶ-ସୁରକ୍ଷା
ଲିଙ୍ଗ ସଶକ୍ତିକରଣ ଏବଂ ଜୀବିକା ବିବିଧତା
କୃଷି ୫.୦, ପରବର୍ତ୍ତୀ ପିଢ଼ିର ଶିକ୍ଷା, ଏବଂ ବିକଶିତ ଭାରତ ୨୦୪୭
ଯୁବ ବୈଜ୍ଞାନିକ ଏବଂ ଛାତ୍ର ସମ୍ମିଳନୀ
ଏସଡିଜି -୧୩, ଏବଂ ଏସଡିଜି -୧୫ ହାସଲ ଏହି ଆଲୋଚନାଗୁଡ଼ିକ କୃଷି ବିଜ୍ଞାନ ମାଧ୍ୟମରେ ଏସଡିଜି-୧, ଏସଡିଜି -୨, ଏସଡିଜି -୧୨, ଏକ କରିବା ପାଇଁ ନୂତନ ପଥ ପ୍ରସ୍ତୁତ କରିବ।
ଏମଏଲ୍ ଜାଟ କହିଛନ୍ତି, "ଭାରତର ଜନ-୨୦୫୦ରେ କାର୍ଯ୍ୟକ୍ରମ ସମୟରେ, ଡିଏଆରଇର ସଚିବ ଏବଂ ଆଇସିଏଆରର ଡାଇରେକ୍ଟର ଜେନେରାଲ୍ ଡକ୍ଟର ଏମ କୃଷି ବିଜ୍ଞାନ ଗବେଷଣା ବିଶ୍ବ ଜଳବାୟୁ-ସ୍ମାର୍ଟ କୃଷିକୁ ଆଗେଇ ନେଉଛି। ଆଇଏସି -୨୦୨୫ର ଫଳାଫଳ ଆଇସିଏଆର ଭିଜନ-ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁବ।"
ଏହି ପ୍ଲାଟଫର୍ମରୁ ଉତ୍ପନ୍ନ ହେଉଥିବା ସହଯୋଗୀ ପଦକ୍ଷେପଗୁଡ଼ିକ ଜି-୨୦, ଏଫଏଓ, ସିଜିଆଇଏଆର, ଏବଂ ଦକ୍ଷିଣ-ଦକ୍ଷିଣ ଣ ସହଯୋଗ ସହିତ ସହଭାଗୀତାକୁ ଆହୁରି ସୁଦୃଢ଼ କରିବ।