ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ୱାକଫ (ସଂଶୋଧନ) ବିଲ୍ ପାରିତ ହୋଇଛି।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ  ମୋଟ ୮.୮ ଲକ୍ଷ ୱାକଫ ସମ୍ପତ୍ତି ମଧ୍ୟରୁ ୭୩,୦୦୦ରୁ ଅଧିକ ସମ୍ପତ୍ତି ବିବାଦାଧୀନ ଅଛି। ନୂତନ ବିଲ୍‌ର ବ୍ୟବସ୍ଥାଗୁଡ଼ିକ ଏହି ସମ୍ପତ୍ତିଗୁଡ଼ିକ ଉପରେ ସିଧାସଳଖ ପ୍ରଭାବ ପକାଇପାରେ।