ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ କହିଲେ ଗୃହ ମନ୍ତ୍ରୀ ଅମିତ ଶାହା
ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ କହିଲେ ଗୃହ ମନ୍ତ୍ରୀ ଅମିତ ଶାହା
ଦିଲ୍ଲୀ ବିସ୍ଫୋରଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା
ସବୁ ଦିଗରୁ ତଦନ୍ତ କରାଯିବ କହିଲେ ଅମିତ ଶାହ
ଶାହ ନିଜେ ଘଟଣାସ୍ଥଳ ଓ ମେଡିକାଲ ଯାଇଛନ୍ତି
ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚ ମୁଖ୍ୟ ଘଟଣାସ୍ଥଳରେ ଅଛନ୍ତି
NSG ଓ NIAକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ସବୁ ସିସିଟିଭି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି