ସମ୍ପୂର୍ଣ ବାରଣ ହେଲା ରିଲସ କରିବା ସରକାରୀ କାର୍ଯ୍ୟାଳୟ ରେ...
ସମ୍ପୂର୍ଣ ବାରଣ ହେଲା ରିଲସ କରିବା ସରକାରୀ କାର୍ଯ୍ୟାଳୟ ରେ...
ସରକାରୀ ଅଫିସ୍ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା
ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କଟକଣା ଲାଗୁ
ଏଥିସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ ମଧ୍ୟ କଟକଣା ଲାଗୁ
କର୍ମଚାରୀ, ଅଧିକାରୀ, ଠିକା କର୍ମଚାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା
ଏସବୁ ପ୍ରତିଷ୍ଠାନର ଭିଡିଓ ଓ ଫଟୋ ଅପଲୋଡିଂ କରିବାକୁ ମନା
ସୋସିଆଲ୍ ମିଡିଆରେ ରିଲ୍ସ, ଭିଡିଓ ଓ ଫଟୋ ଅପଲୋଡ୍ କରିବାକୁ ବାରଣ
ନିୟମ ଉଲ୍ଲଙ୍ଘନ କଲେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ
ଏ ସବୁକୁ ନେଇ ନିର୍ଦେଶନାମା ଜାରି କଲେ ଓଡିଶା ସରକାର