ପଶ୍ଚିମ ଓଡ଼ିଶା ର ଗଣପର୍ବ "ନୂଆ ଖାଇ" |

Aug 28, 2025 - 08:57
 16
ପଶ୍ଚିମ ଓଡ଼ିଶା ର ଗଣପର୍ବ "ନୂଆ ଖାଇ" |

ପଶ୍ଚିମ ଓଡ଼ିଶା ର ଗଣପର୍ବ "ନୂଆ ଖାଇ" |

ପଶ୍ଚିମ ଓଡ଼ିଶା ଓ ସମଗ୍ର ଓଡ଼ିଶା ପ୍ରଦେଶ ର ଜନସାଧାରଣ ତଥା ସମସ୍ତ ହିନ୍ଦୁ ଭାଇ , ଭଉଣୀ ଓ ଗୁରୁଜନ ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭ କାମନା। 

ନୂଆଖାଇ ଜୁହାର 

ମା ପାଟଣେଶ୍ୱରୀ ଓ ସମଲେଶ୍ଵରୀ ଙ୍କ ଅପାର କରୁଣାରୁ ଆଜି ସମସ୍ତେ ନିଜ ନିଜ ପରିବାର ସହ ମିଶି ଆନନ୍ଦ ଉଲ୍ଲାସର ସହ ଏହି କୃଷିଭିତ୍ତିକ ଗଣପର୍ବ କୁ ପାଳନ କରନ୍ତୁ।