ସାଂସଦ ଖେଳ ମହୋତ୍ସବ...
Dr ସମ୍ବିତ ପାତ୍ର,
ପୁରୀର ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ରେ ସାଂସଦ ଖେଳ ମହୋତ୍ସବର ଅଂଶରୂପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ର ଶୁଭାରମ୍ଭ କରାଯାଇଛି
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାରେ ପୁରୀ ଲୋକସଭାରେ ଚାଲୁଥିବା ସାଂସଦ ଖେଳ ମହୋତ୍ସବରେ ଯୁବମାନଙ୍କ ଅଂଶଗ୍ରହଣ ଏବଂ ସେମାନଙ୍କୁ ମିଳୁଥିବା ସୁଯୋଗ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ।
ଏହି ଅବସରରେ ପୁରୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ ସଡ଼ଙ୍ଗୀ ମଧ୍ଯ ଉପସ୍ଥିତ ଥିଲେ ।