ସିଂହ ଭାଦ୍ରବ ୧୬ ଦିନରୁ କନ୍ୟା ଆଶ୍ୱିନ ୧୪ ଦିନ ମଧ୍ୟରେ ହିଁ ଚନ୍ଦ୍ର ଗ୍ରହଣ
ରାଶି ଅନୁଯାୟୀ ଚନ୍ଦ୍ର ଗ୍ରହଣ ର ଶୁଭ ଅଶୁଭ ପ୍ରଭାବ
୦୭/୦୯/୨୦୨୫ - ଗ୍ରହଣ
ଗ୍ରହଣ ଛୁଇଁବ ସମୟ - ରାତି ୯,୫୭ ସେକେଣ୍ଡ
ପୂର୍ଣ୍ଣ ଗ୍ରହଣ ସମୟ ରାତି,-୧୧,ରେ
ଗ୍ରହଣ ମଧ୍ୟ,- ରାତି- ୧୧ ଟା ୪୧ ରେ
ଗ୍ରହଣ ଶେଷ ରାତି - ୧୨ ଟା ୨୨ ରେ
ଗ୍ରହଣ ସର୍ବ ମୋକ୍ଷ ରାତି - ୧,୨୬ ରେ
ଗ୍ରହଣ କାଳ ସମୁଦାୟ-୩ ୨୯ ରେ
ପାକତ୍ୟାଗ | ଅନ୍ନ ଭୋଜନ/ ଦେବନୀତି
ଦିବା ଘ୍ ୧୨ /୫୭ ମିନିଟ୍ ପୂର୍ବ ରୁ କରିବ
ଦିବା ୧୨/୫୭ ମଧେ ଶ୍ରାଦ୍ଧଦି କର୍ମ ହୋଇପାରିବେ
ବାଳକ, ବୃଦ୍ଧ ଓ ରୋଗୀ ଙ୍କ ପକ୍ଷେ ନିୟମ ଲଂଘନୀୟ ବ୍ରହ୍ମ ମୂହୁତ/ ରାତି ୪ ଘଟିକା ପରେ/ ସୂର୍ଯ୍ୟଦୟ ପରେ
ସ୍ନାନ କାର୍ଯ୍ୟ ସାରି ପଇତା ଧାରଣ /ଦେବା ପୂଜା |
ପାକକର୍ମ
ଅନ୍ନ ଭଜନ କରଣୀୟ।
ରାଶି ଶୁଭ - ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ।
ଅନ୍ୟ ରାଶି ଅଶୁଭ।