ହାଇଡ୍ରୋଜେନ୍ ଟ୍ରେନ୍ ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କଲେ ଶ୍ରୀ ଅଶ୍ବିନୀ ବୈଷ୍ଣବ

Jun 6, 2026 - 09:05
 6
ହାଇଡ୍ରୋଜେନ୍ ଟ୍ରେନ୍ ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କଲେ ଶ୍ରୀ ଅଶ୍ବିନୀ ବୈଷ୍ଣବ

ହାଇଡ୍ରୋଜେନ୍ ଟ୍ରେନ୍ ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କଲେ ଶ୍ରୀ ଅଶ୍ବିନୀ ବୈଷ୍ଣବ

ଶକୁରବସ୍ତି ଡିପୋରେ ହାଇଡ୍ରୋଜେନ୍ ଟ୍ରେନ୍ ଯାଞ୍ଚ କଲେ ରେଳ ମନ୍ତ୍ରୀ

ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ; ଶତପ୍ରତିଶତ ବିଦ୍ୟୁତୀକରଣ ଦିଗରେ ରେଳବାଇର ଦ୍ରୁତ ଅଗ୍ରଗତି

ଆଜି ମାନ୍ୟବର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଉତ୍ତର ରେଳବାଇର ତିଲକ ସେତୁରୁ ଶକୁରବସ୍ତି ରେଳ ସେକ୍ସନର ବ୍ୟାପକ ଯାଞ୍ଚ କରିଛନ୍ତି। ଗସ୍ତ ସମୟରେ ଉତ୍ତର ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଏହି ଅଞ୍ଚଳରେ ଚାଲିଥିବା କାର୍ଯ ଚାର୍ଯ୍ୟ ଉପରେ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଥିଲେ । ସେ

ଶକୁରବସ୍ତି ଡିପୋରେ ଅତ୍ୟାଧୁନି ଧୁନିକ ପ୍ରଯୁକ୍ତି ଏବଂ ରକ୍ଷଣାବେକ୍ଷଣ ସୁବିଧାର ଯାଞ୍ଚ:

ପରିଦର୍ଶନ ସମୟରେ, ରେଳ ରଳମନ୍ତ୍ରୀ ଶକୁରବସ୍ତି ଷ୍ଟେସନରେ ପହଞ୍ଚିଥିଲେ ଯେଉଁ ପଉଁଠାରେ ସେ ଅତ୍ଯାଧୁନିକ 'ରିଟ୍ରାକ୍ଟୋବଲ୍ ଓଏଚ୍‌ଇ' ସିଷ୍ଟମକୁ ଦେଖୁଥିଲେ। ସେଡ୍ ମଧ୍ୟରେ ଲୋକୋମୋଟିଭ୍ ଏବଂ ଟ୍ରେନଗୁଡ଼ିକର ନିରାପଦ ଏବଂ ଦ୍ରୁତ ରକ୍ଷଣାବେକ୍ଷଣ ଶରେ ଏହି କୌଶଳ ଅତ୍ୟନ୍ତ ପ୍ରଭାବଶାଳୀ । ଏହା ସହିତ ସେ ବଗି-ପିଟ ଏବଂ ବଗି ଲିଟିଂ ସୁବିଧ ବିଧା ମଧ୍ୟ ଯାଞ୍ଚ କରିଥିଲେ ଏବଂ ଗ୍ରାଉଣ୍ଡ ଜିରୋରେ ଦକ୍ଷତା ବୃଦ୍ଧି କରିବାକୁ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ଗସ୍ତର ମୁଖ୍ୟ ଆକର୍ଷଣ ଥୂଲା ହାଇଡ୍ରୋଜେନ୍ ଟ୍ରେନର ଯାଞ୍ଚ। ରେଳ ମନ୍ତ୍ରୀ ଏହି ଭବିଷ୍ୟତ ପରିବେଶ ଅନୁକୂଳ ସବୁଜ ଜ୍ଞାନ ଜ୍ଞାନକୌଶଳ ଅଗ୍ରଗତିର ସମୀକ୍ଷା କରିଥିଲେ, ଯାହା ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ଦିଗରେ ଏକ ବୈପ୍ଳବିକ ପଦକ୍ଷେପ।

ବିଶ୍ବ ପରିବେଶ ଦିବସ ଏବଂ 'ସବୁଜ ରେଳବାଇ'ର ସଂକଳ୍ପ:

ଆଜି 'ବିଶ୍ବ ବିଶ୍ବ ପରିବେଶ ଦିବସ'ର ସ୍ବତନ୍ତ୍ର ଅବସରରେ ମାନ୍ୟବର ରେଳ ମନ୍ତ୍ରୀ ଡିପୋ ପରିସରରେ ଆୟୋଜିତ ଏକ କାର୍ଯ ।ର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ এ९° ଚାରା ରୋପଣ କରିଥିଲେ । ଏ ଏହି ଅ ଅବସରରେ ଉଦ‌ବୋଧନ ଦେଇ ସେ ପରିବେଶ ସୁରକ୍ଷା ଦିଗରେ ଭାରତୀୟ ରେଳବାଇର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଉତ୍ତର ରେଳବାଇ ଏବଂ ସମଗ୍ର ଭାରତୀୟ ରେଳବାଇ ବର୍ତ୍ତମାନ ୧୦୦% ବିଦ୍ୟୁତୀକରଣ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି, ଯାହା ଦେଶକୁ ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନକାରୀ କରିବା ପାଇଁ ଜାତୀୟ ସଂକଳ୍ପକୁ ପୂରଣ କରିବ ରିବାରେ ଏକ ପ୍ରମୁଖ ମୁଖ ଭୂମିକା ଗ୍ରହଣ ଗ୍ରହଣ କରୁଛି।

ଏହି ପରିଦର୍ଶନ ସମୟରେ ଉତ୍ତର ରେଳବାଇର ମହାପ୍ରବନ୍ଧକ (ଜି.ଏମ୍ ), ଦିଲ୍ଲୀ ଡିଭିଜନର ରେଳବାଇ ପ୍ରବନ୍ଧ ନ୍ଧକ (ଡି. ଆର୍. ଏମ୍.) ଏବଂ ରେଳବାଇ ବୋର୍ଡ ଏବଂ ଉତ୍ତର ରେଳବାଇର ଅନ୍ୟ ବରିଷ୍ଠ ଅଧୂକାରୀମାନେ ମଧ୍ଯ ଉପସ୍ଥିତ ଥିଲେ।