ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବ୍ୟାନ .

Apr 5, 2025 - 10:49
 8
ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବ୍ୟାନ .

ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବ୍ୟାନ

 *ଯାତ୍ରା ପାର୍ଟିରେ କାମ କରିପାରିବେନି ନରି ପଣ୍ଡା* 
 *କଳାକାର ମହାସଂଘକୁ ମାଲିକ ସଂଘର ଶକ୍ତ ଚାପୁଡ଼ା* 
 *ଆଗକୁ ଯାତ୍ରାରେ କାମ କରିପାରିବେନି ନରି ପଣ୍ଡା* 
 *ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ*