ହୀରାକୁଦ ହେବ ଜଳ ଐତିହ୍ୟ ଓ ପର୍ଯ୍ୟଟନର ଆକର୍ଷଣୀୟ କେନ୍ଦ୍ର...
ହୀରାକୁଦ ବନ୍ଧକୁ ଆକର୍ଷଣୀୟ ଜଳ ଐତିହ୍ୟ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ୯୯.୯୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଠାରେ ସଂଗ୍ରହାଳୟ, ୱାଟର ସିମ୍ଫୋନି, ଲାଇଟ୍ ଓ ଲେଜର୍ ଶୋ ସହ ଆଧୁନିକ ପର୍ଯ୍ୟଟକ ସୁବିଧା ରହିବ।