୨_ଯୁବତୀ_ବ୍ରାଉନସୁଗାର_ବେପାରୀ !

-ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବତୀ ଗିରଫ -ଭୁବନେଶ୍ବରରେ ଘର ଭଡ଼ା ନେଇ ଚଳାଉଥିଲେ ନିଶା କାରବାର -କାକଟପୁର ଓ ବାଲେଶ୍ୱରର ୨ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ -୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ

୨_ଯୁବତୀ_ବ୍ରାଉନସୁଗାର_ବେପାରୀ !