ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ବଜାରୋହଣ ଉତ୍ସବକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ବଜାରୋହଣ ଉତ୍ସବକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଆଜି ସମଗ୍ର ଦେଶ ଏବଂ ସମଗ୍ର ବିଶ୍ବ ପ୍ରଭୁ ଶ୍ରୀ ରାମମୟ ହୋଇ ଉଠିଛି : ପ୍ରଧାନମନ୍ତ୍ରୀ
ଧର୍ମଧ୍ବଜ କେବଳ ଏକ ପତାକା ନୁହେଁ, ବରଂ ଏହା ଭାରତୀୟ ସଭ୍ୟତାର ନବଜାଗରଣର ଧ୍ବଜା: ପ୍ରଧାନମନ୍ତ୍ରୀ
ଅଯୋଧ୍ୟା ହେଉଛି ସେହି ଭୂମି ଯେଉଁଠାରେ ଆଦର୍ଶ ଆଚରଣରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ
ରାମ ମନ୍ଦିରର ଦିବ୍ୟ ପ୍ରାଙ୍ଗଣ ମଧ୍ୟ ଭାରତର ସାମୂହିକ ଶକ୍ତିର ଏକ ଚେତନାସୁଳ ହୋଇଉଠିଛି: ପ୍ରଧାନମନ୍ତ୍ରୀ
ଆମର ରାମ ପାର୍ଥକ୍ୟ ମାଧ୍ୟମରେ ନୁହେଁ, ବରଂ ଭାବନା ମାଧ୍ୟମରେ ମିଳିଥା'ନ୍ତି: ପ୍ରଧାନମନ୍ତ୍ରୀ
ଆମେ ଏକ ଜୀବନ୍ଧ ସମାଜ ଏବଂ ଆଗାମୀ ଦଶନ୍ଧି ଓ ଶତାବ୍ଦୀକୁ ଧ୍ୟାନରେ ରଖ୍ ଦୂରଦୃଷ୍ଟି ସହିତ କାମ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ରାମ ଅର୍ଥ ଆଦର୍ଶ, ରାମ ଅର୍ଥ ଅନୁଶାସନ ଏବଂ ରାମ ଅର୍ଥ ଜୀବନର ସର୍ବୋଚ୍ଚ ଚରିତ୍ର: ପ୍ରଧାନମନ୍ତ୍ରୀ
ରାମ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ରାମ ଏକ ମୂଲ୍ୟବୋଧ, ଏକ ଶୃଙ୍ଖଳା ଏବଂ ଏକ ମାର୍ଗ: ପ୍ରଧାନମନ୍ତ୍ରୀ
ଭାରତକୁ 2047 ସୁଦ୍ଧା ବିକଶିତ ହେବାକୁ ହେଲେ ଏବଂ ସମାଜକୁ ସଶକ୍ତି କରିବାକୁ ହେଲେ ଆମକୁ ନିଜ ଭିତରେ ଥିବା ‘ରାମ'ଙ୍କୁ ଜାଗ୍ରତ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ଦେଶ ଆଗକୁ ବଢ଼ିବା ପାଇଁ, ଏହାକୁ ଏହାର ଐତିହ୍ୟ ଉପରେ ଗର୍ବ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ଆଗାମୀ ଦଶ ବର୍ଷ ମଧ୍ୟରେ, ଭାରତକୁ ଦାସତ୍ବର ମାନସିକତାରୁ ମୁକ୍ତ କରିବା ଲାଗି ଲକ୍ଷ୍ୟ ରହିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ଭାରତ ଗଣତନ୍ତ୍ରର ଜନନୀ ଏବଂ ସେହି ଗଣତନ୍ତ୍ର ଆମ ଡିଏନଏରେ ଅଛି: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ଅଭିମୁଖେ ଯାତ୍ରାକୁ ତ୍ବରାନ୍ବିତ କରିବା ପାଇଁ ଆମକୁ ଏକ
ରଥ ଆବଶ୍ୟକ ଯାହାର ଚକ ହେଉଛି ବୀରତ୍ନ ଓ ଧୈର୍ଯ୍ୟ, ଯାହାର ପତାକା ହେଉଛି ସତ୍ୟ ଓ ସର୍ବୋଚ୍ଚ ଆଚରଣ, ଯାହାର ଅଶ୍ବ ହେଉଛି ଶକ୍ତି ବିଚକ୍ଷଣତା, ସଂଯମ ଓ ଦାନଶୀଳତା ଏବଂ ଯାହାର ଲଗାମ ହେଉଛି କ୍ଷମା, କରୁଣା ଓ ସମତା : ପ୍ରଧାନ |ଧାନମନ୍ତ୍ରୀ
ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଆଜି ଏକ ଗୁରୁତ୍ଵପୂର୍ଣ ଅବସର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଦଶର ଅଯୋଧ୍ୟାରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖ ଖରରେ ଆନୁଷ୍ଠାନିକ ଭାବରେ ଏକ ଗୈରିକ ପତାକା ଉତ୍ତୋଳନ କରିଛନ୍ତି। ଧ୍ଵଜାରୋହଣ ଉତ୍ସବ ମନ୍ଦିର ନିର୍ମାଣର ଆନୁଷ୍ଠାନିକ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ଓ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ପ୍ରତୀକ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାର ଆଉ ଏକ ଶିଖର ଗିଖରର ସା ସାକ୍ଷୀ ହେଉଛି। ଆଜି ସମଗ୍ର ଭାରତ ଏବଂ ସମଗ୍ର ବିଶ୍ବ ପ୍ରଭୁ ଶ୍ରୀ ରାମଙ୍କ ଭାବ ବନାରେ ସମ୍ପୂର୍ଣ୍ଣ ରାମମୟ ହୋଇ ହାଇ ଉଠିଛି । ଶ୍ରୀ ମୋଦୀ କହିଛନ୍ତି, ପ୍ରତ୍ୟେକ ରାମ ଭକ୍ତିଙ୍କ ହୃଦୟରେ ଆଜି ଅନ ଅନନ୍ୟ ସନ୍ତୋଷ, ଅସୀମ କୃତଜ୍ଞତା ଏବଂ ଅପାର ଦିବ୍ୟ ଆନନ୍ଦ ରହିଛି। ସେ କହିଛନ୍ତି, ଶହ ଶହ ବର୍ଷ । ପୁରୁଣା କ୍ଷତ ସୁସ୍ଥ ହେଉଛି। ଅନେକ ଶତାବ୍ଦୀର ଯନ୍ତ୍ରଣା ଶେଷ ହେଉଛି ଏବଂ ଶହ ଶହ ବର୍ଷର ସଂକଳ୍ପ ଆଜି ସିଦ୍ଧି ଲାଭ କରୁଛି। ସେ କହିଛନ୍ତି, ଏହା ଏକ ଯଜ୍ଞର ପରିଣାମ ଯାହାର ହାର ଅଗ୍ନି ପ ରହିଥିଲା। ଏହି ଯଜ୍ଞର ବିଶ୍ବାସ କେ ପାଞ୍ଚ ଶହ ବର୍ଷ ଧରି ଧରି ପ୍ରସ୍ଥୁଳିତ ଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମ ମଧ୍ଯ ।ମଙ୍କ କେବେ ଟଳମଳ ହୋଇନମୂଳ ବିଶ୍ବାସ ଭାଙ୍ଗି ।ଙ୍ଗି ନଥ୍ଲା । 1 । ଆଜି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ସ୍ଥାନର ଅସୀମ ଶକ୍ତି ଏବଂ ଶ୍ରୀରାମ ପରିବାରର ର ଦିବ୍ୟ ମହିମା ଏହି ଧର୍ମଧ୍ବଜ ରୂପରେ ସବୁଠାରୁ ଦିବ୍ୟ ଓ ମହାନ ମନ୍ଦିରରେ ପ୍ରତିଷ୍ଠିତ ହୋଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଧର୍ମଧ୍ଵଜ କେବଳ ଏକ ପତାକା ନୁହେଁ, ବରଂ ଭାରତୀୟ ସଭ୍ୟତାର ପୁନର୍ଜାଗରଣର ପତାକା। ଏହାର ଗୈରିକ ରଙ୍ଗ, ଏଥିରେ ଖୋଦିତ ସୂର୍ଯ୍ୟବଂଶର ମହିମା, ଚିତ୍ରିତ ପବିତ୍ର ଓଁ ଏବଂ ଖୋଦିତ କୋବିଦାର ବୃକ୍ଷ ରାମ ରାଜ୍ୟ ମହାନତାର ପ୍ରତୀକ। ସେ ଦୃଢ଼ ଭାବରେ କହିଥିଲେ ଯେ ଏହି ପତାକା ହେଉଛି ସଂକଳ୍ପ, ଏହି ପତାକା ହେଉଛି ସଫଳତା, ଏହି ପତାକା ହେଉଛି ସଂଘର୍ଷ ମାଧ୍ୟମରେ ସୃଷ୍ଟିର ଗାଆଁ, ଏହି ପତାକା ହେଉଛି ଶତାବ୍ଦୀ ଧରି ଆଗକୁ ବଢ଼ାଯାଇଥିବା ସ୍ଵପ୍ନର ଅବତାରଣା ଏବଂ ଏହି ପତାକା ହେଉଛି ସନୁମାନଙ୍କ ତପସ୍ୟା ଏବଂ ସମାଜର ଅଂଶଗ୍ରହଣର ଅର୍ଥପୂର୍ଣ୍ନ ପରିଣାମ।
ଆଗାମୀ ଶତାବ୍ଦୀ ଏବଂ ସହସ୍ରାବ୍ଦ ପାଇଁ ଏହି ଧର୍ମଧ୍ବଜ ଭଗବାନ ରାମଙ୍କ ଆଦର୍ଶ ଓ ନୀତିର ଘୋଷଣା କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି, ଏଠାରେ କେବଳ ସତ୍ୟର ହିଁ ବିଜୟ ହେବ ମିଥ୍ୟାର ନୁହେଁ। ସତ୍ୟ ସ୍ବୟଂ ବ୍ରହ୍ମର ସ୍ବରୂପ ଏବଂ ସତ୍ୟରେ ହିଁ ଧର୍ମ ପ୍ରତିଷ୍ଠିତ ବୋଲି ଏହା ଘୋଷଣା କରିବ। ଏହି ଧର୍ମଧ୍ବଜ ବଚନ ପୂରଣ କରିବାର ଆବଶ୍ୟକତା ବୋଲି ସଂକଳ୍ପକୁ ପ୍ରେରଣା ଦେବ। ଧର୍ମ ଧ୍ବଜ ଏହି ବାର୍ତ୍ତା ପ୍ରଦାନ କରିବ ଯେ ବିଶ୍ବରେ କର୍ମ ଏବଂ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍। ଏହା ଏପରି ଏକ ଇଚ୍ଛାକୁ ପ୍ରକାଶ କରିବ ଯାହାର ଅର୍ଥ ହେଉଛି ଭେଦଭାବ ଏବଂ ଦୁଃଖରୁ ମୁକ୍ତି ତଥା ସମାଜରେ ଶାନ୍ତି ଏବଂ ସୁଖର ଉପସ୍ଥିତି।