୪୪ତମ ଭାରପ ରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫

Nov 26, 2025 - 09:48
 8
୪୪ତମ ଭାରପ ରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫

'ଏକ ଭାରତ ରତ, ଶ୍ରେଷ୍ଠ ଭାରତ' ପାଇଁ ସମର୍ପିତ ଓଡ଼ିଶାର ଏସ୍ଏସ୍ଏମ୍‌ଇ ଉଦ୍ୟୋଗୀ

ନୂଆଦିଲ୍ମ ଦିଲ୍ଲୀ/ଭୁବନେଶ୍ବର – ୨୫.୧୧.୨୦୨୫

ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସର ମଧ୍ଯରେ ଚଳିତ ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥୂବା ହେ ୪୪ତମ ଭାରତ ଅନୁ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ ଅବସରରେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାପିତ ସୂଦୃଶ ଓଡ଼ିଶା ପାଭିଲିୟନ୍ ରେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାମାନଙ୍କର ୨୬ ଟି ଷ୍ଟଲ୍ ସ୍ଥାନିତ ହୋଇଛି । ସେଥ୍ମଧ୍ୟରୁ, ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗ (ଏସ୍ଏସ୍ଏମ୍‌ଇ) ବିଭାଗର ୪ଟି ଷ୍ଟଲ୍ ରହିଛି ।

ଏସ୍ଏସ୍ଏମ୍‌ଇ ବିଭା ବିଭାଗର ଏହି ୪ଟି ଷ୍ଟଲ୍ ରେ ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଡସ୍, ଭୁବନେଶ୍ବରର କ୍ରାଫ୍ଟ ଇଣ୍ଡିକା, ବ୍ରହ୍ମପୁରର ଇଲେଟ୍ କ୍ରଞ୍ଚିସ୍ ଏବଂ ରାଜ୍ୟ ସରକାରଙ୍କ ଅଧୂନସୁ ରାଜ୍ୟ ତାଳଗୁଡ଼ ସମବାୟ ସଂଘ ନିଃ, ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ସହିତ ଅଂଶଗ୍ରହଣ କରିଛନ୍ ରିଛନ୍ତି ।

ପରିବେଶ ଅନୁକୂଳ ବିଭିନ୍ନ ରଙ୍ଗ ଓ ପ୍ରକାରର ପେଣ୍ଠସ୍ ଭିଲିୟନ୍ ରେ ଅଂଶଗ୍ରହଣ 6 ନେଇ ଓଡ଼ିଶା ପାଭିଳି ।ଙ୍କର ସେହି ଅଭିନବ ଉପାୟ ଉପାୟ ପାଇଁ ଇତିମଧ୍ୟରେ ଅନେକ ପ୍ରଶଂସା ସାଉଁଣ୍ଟିବା ଗୋବରରୁ ପ୍ରସ୍ତୁତ କରିଥିବା ବରଗଡ଼ ଜିଲ୍ଲାର ଗୌମ ଗୌମୟ ପେଣ୍ଡସ ଘଣ୍ଟସ୍ ତାଙ୍କର ସଙ୍ଗେ ସଙ୍ଗେ ତ୍ରିପୁରାର ଶିଳ୍ପ ବିଭାଗ, ରୋହତକ ହରିୟାନ ରିୟାନାର ଅରିହନ୍ତି ପେ ପେଣ୍ଡସ୍, ନୂଆଦିଲ୍ଲୀର ଏ.ଏଲ୍.ଏମ୍. ଏଣ୍ଟରପ୍ରାଇଜେସ୍ ଓ କାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ସହିତ ପ୍ରାଇଜେସ୍ ସମେତ ଅନ୍ୟ କେତେକ ସରକାରୀ ଓ ବେସରକାରୀ ଆର୍.କେ.ଜି.ଡି. .ଡି. ଏଣ୍ଟରପ୍ରାଇ ସଫଳ ବାଣିଜି ବାଣିଜ୍ୟିକ ଆଲୋଚନା କରିଛନ୍ତି ।

ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ, ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିଂ, ତରଫରୁ ଉପଲବ୍ଧ ହେଉଥ‌ିବା ସ୍ବାସ୍ଥ୍ୟ ଉପଯୋଗ ଯୋଗୀ ଖଜୁରୀଗୁଡ଼କୁ ଜନସାଧାରଣ ବହୁଳ ପରିମାଣରେ ରେ କ୍ରୟ କରୁଥିବା ବେଳେ, ତାଳପ‌ତ୍ର ଦପତ୍ରରୁ ପ୍ରସ୍ତୁତ ବିଭିନ୍ନ ସାମ ସାମଗ୍ରୀ ศย କିଣିବାକୁ ଆଗ୍ରହ ପ୍ରକାଶ କରୁଛ କରୁଛନ୍ତି । ଏହ ଏହାର ଲୋକପ୍ରିୟତାବୃ ତାକୁ ଦୃଷ୍ଟିରେ ରଖ୍, ଚଳି ଚଳିତ ବର୍ଷ ନୂଆଦିଲ୍ଲୀର ହରମିତ ସିଂହଙ୍କ ସହିତ ଅଂଶଗ୍ରହଣକାରୀ ଷ୍ଟଲ୍ ଅଧୂକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ହୋଟେଲ ସେହିପରି, ପରି, ବ୍ରହ୍ମପୁରର ଇଲେଟ୍ କ୍ରଞ୍ଚିସ୍ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ପାୱାର ଗ୍ରୀଡ଼ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ଲ ଓ ନଟ୍ ସେ ସେକ୍ ଆଦିଙ୍କ ଭଳି ବୃହତ ଭଳି ବୃହତ ସଂସ୍ଥାମାନଙ୍କ ସହିତ ବ୍ୟବସା ସାୟିକ ବାର୍ତ୍ତାଳାପ କରିଛନ୍ତି । ଯୁ ପୁଗୋପଯୋଗ ଡିଜାଇନ୍ ବିଶିଷ୍ଟ ରୂପା ତାରକସି ଆଭୂଷଣ ଷଣ ସମ୍ଭାରକୁ ନେଇ ଅଂଶଗ୍ରହଣ କରିଥିବା ଭୁବନେଶ୍ବରର କ୍ରାଫ୍ଟ ଇଣ୍ଡିକା ଷ୍ଟଲ୍ ସମସ୍ତ ବର୍ଗର ମହିଳାମାନଙ୍କ ପ୍ରିୟପାତ୍ର ହୋଇଛି ।

ଏସ୍ଏସ୍ଏମ୍‌ଇ ବିଭାଗର ଉପରୋକୁ ୪ଟି ଷ୍ଟଲ୍ ମଧ୍ୟରୁ ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଡସ୍ କେବଳ ଉତ୍ପାଦ ପ୍ରଦର୍ଶନ ଭିତ୍ତୀକ ହୋଇଥିବା ବେଳେ, ୨୪ ତାରିଖ ସୁଦ୍ଧା ଅନ୍ୟ ୩ଟି ଷ୍ଟଲ୍ ସର୍ବମୋଟ ୩ ଲକ୍ଷରୁ ଅଧୂକ ଟଙ୍କାର ବ୍ୟବସାୟ କରିଛନ୍ତି 1