ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୦୪ ତାରିଖ ୨୦୨୬ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୮
ସମ୍ବତ୍ -୨୦୮୩
ଦିଲ୍ଲୀଶ୍ବରାବ୍ଦ -୧୪୩୩
ସମ୍ବତ୍ସର- ରୌଦ୍ର
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ରାତ୍ରି ଘ୦୯/୫୩ ଗତେ ସପ୍ତମୀ
ନକ୍ଷତ୍ର- ରେବତୀ ରାତ୍ରି ଘ୧୦/୨୫ ଗତେ ଅଶ୍ୱିନୀ
ଚନ୍ଦ୍ର- ମୀନ ରାତ୍ରି ଘ୧୦/୨୫ଗତେ ମେଷ
ଯୋଗ- ଧୃତି
କରଣ - ଗର
ସୌରମାସ- କର୍କଟ ୧୯ ଦିନ
ସୂର୍ୟୋଦୟ- ପ୍ରାତଃ ଘ୦୫/୨୬/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୩
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୫୩ ଗତେ ବୟବ୍ୟେ
ଧନୁ ରାଶିର ଘାତଚନ୍ଦ୍ର
ମକର ରାଶିର ଘାତବାର
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଏକ ପାଦ ଓ ରାତ୍ରି ଘ୦୯/୫୩ ଗତେ ଦ୍ଵିପାଦ ପୁଷ୍କର ଦୋଷ
କାଳବେଳା -ଦିବା ଘ୦୧/୩୦ ଗତେ ଘ୦୩/୦୭ ମଧ୍ୟେ
ବାରବେଳା- ଦିବା ଘ୦୭/୦୧ ଗତେ ଘ୦୮/୪୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୦ ଗତେ ଘ୧୦/୧୫ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୧/୨୯ ମଧ୍ୟେ ଓ ଘ୦୩/୦୨ ଗତେ ଘ୦୪/୩୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଅଦ୍ୟ ନିମ୍ବ ରାତ୍ରି ଘ୦୯/୫୩ ଗତେ ତାଳ ଭକ୍ଷଣ ନିଷେଧ