ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୧୦ ତାରିଖ ୨୦୨୬ ମସିହା (ଶନିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- କୃଷ୍ଣପକ୍ଷ*
*ତିଥି- ଅମାବାସ୍ୟା ରାତ୍ରି ଘ୦୮/୫୬ ଗତେ ପ୍ରତିପଦ*
*ନକ୍ଷତ୍ର- ହସ୍ତା ରାତ୍ରି ଘ୧୦/୦୨ ଗତେ ଚିତ୍ରା*
*ଚନ୍ଦ୍ର- କନ୍ୟା*
*ଯୋଗ- ଇନ୍ଦ୍ର*
*କରଣ - ଚତୁଷ୍ପଦ*
*ସୌରମାସ- କନ୍ୟା ୨୪ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୪/୦୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୩୨
*ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୮/୫୬ ଗତେ ପୂର୍ବେ*
*ବୃଷ ରାଶିର ଘାତଚନ୍ଦ୍ର*
*ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର*
*ଅମାବସ୍ୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ*
*ମୃତେ ଏକପାଦ ପୁଷ୍କର ଦୋଷ*
କାଳବେଳା-ଦିବା ଘ୦୭/୧୨ ମଧ୍ୟେ ଓ ଦିବା ଘ୦୩/୧୮ ଗତେ ଘ୦୫/୨୬ ମଧ୍ୟେ
ବାରବେଳା - ଦିବା ଘ୦୧/୦୦ ଗତେ ଘ୦୨/୩୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୮ ଗତେ ଘ୦୯/୪୧ ମଧ୍ୟେ ଓ ଘ୧୨/୦୬ ଗତେ ଘ୧୨/୫୯ ମଧ୍ୟେ ଓ ଦିବା ଘ୦୪/୦୮ ଗତେ ଘ୦୫/୨୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୧୪ ଗତେ ଘ୦୩/୦୩ ମଧ୍ୟେ
ଆଜି ଆମିଷ ଭକ୍ଷଣ ନିଷେଧ