ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୧୬ ତାରିଖ ୨୦୨୬ ମସିହା (ସୋମବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- ଶୁକ୍ଳପକ୍ଷ*
*ତିଥି- ସପ୍ତମୀ ରାତ୍ରି ଘ୦୪/୧୩ ଗତେ ଅଷ୍ଟମୀ*
*ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୦୨/୫୬ ଗତେ ଧନିଷ୍ଟା*
*ଚନ୍ଦ୍ର- ମକର*
*ଯୋଗ- ଗଣ୍ଡ*
*କରଣ - ଗର*
*ସୌରମାସ- ବିଛା ୦୧ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୬/୦୦/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୪୫
*ଯୋଗିନୀ ବାୟବ୍ୟେ ରାତ୍ରି ଘ୦୪/୧୩ ଗତେ ଐଶ।ନ୍ୟେ*
*ମିଥୁନ ରାଶିର ଘାତବାର*
*ସିଂହ ରାଶି ର ଘାତଚନ୍ଦ୍ର*
*ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୭/୨୪ ଗତେ ଘ୦୮/୫୦ ମଧ୍ୟେ
ବାରବେଳା- ଦିବା ଘ୦୨/୧୫ ଗତେ ଘ୦୩/୪୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୩ ମଧ୍ୟେ ଓ ଘ୦୯/୧୦ ଗତେ ଘ୧୧/୩୪ମଧ୍ୟେ ରାତ୍ରି ଘ୦୭/୩୭ ଗତେ ଘ୧୦/୫୦ ମଧ୍ୟେ*
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ତାଳ ଭକ୍ଷଣ ନିଷେଧ