ଆଜିର ଦିନ ଚର୍ଚ୍ଚା

Aug 11, 2026 - 08:11
 5

lଆଜିର ଦିନ ଚର୍ଚ୍ଚା 

 

ଆଜି ଅଗଷ୍ଟ ମାସ ୧୧ ତାରିଖ ୨୦୨୬ ମସିହା (ମଙ୍ଗଳବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଶ୍ରାବଣମାସ- କୃଷ୍ଣପକ୍ଷ*

*ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୨/୧୪ ଗତେ ଅମାବାସ୍ୟା*

*ନକ୍ଷତ୍ର- ପୁନର୍ବସୁ ଦିବା ଘ୧୧/୧୩ ଗତେ ପୁଷ୍ୟା*

*ଚନ୍ଦ୍ର- ମିଥୁନ ପ୍ରାତଃ।ଘ୦୫/୪୯ ଗତେ କର୍କଟ*

*ଯୋଗ- ଅସୃକ୍* 

*କରଣ - ବିଷ୍ଟି*

*ସୌରମାସ- କର୍କଟ ୨୬ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୨୮/୫୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୨୩

ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୧୪ ଗତେ ଐଶ।ନ୍ୟେ*

ମକର ରାଶିର ଘାତବାର

ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ମୃତେ ଦ୍ଵିପାଦ ଓ ଦିବା ଘ୧୧/୧୩ ଗତେ ଏକ ପାଦ ପୁଷ୍କର ଦୋଷ

କାଳବେଳା-ଦିବା ଘ୦୧/୨୫ ଗତେ ଘ୦୩/୦୩ ମଧ୍ୟେ

ବାରବେଳା- ଦିବା ଘ୦୭/୦୫ ଗତେ ଘ୦୮/୪୫ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୪୫ ଗତେ ଘ୧୦/୧୯ ମଧ୍ୟେ. ଓ ଘ୧୨/୪୧ ଗତେ ଘ୦୧/୨୫ ମଧ୍ୟେ ଓ ଘ ୦୩/୦୫ ଗତେ ଘ୦୪/୪୨ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।-

 ନ।ସ୍ତି

ଅଦ୍ୟ ବିରି ଭକ୍ଷଣ ନିଷେଧ