ଆଜି ଠାରୁ ଆରମ୍ଭ ହୋଇଛି ସ୍ବ - ଗଣନା ବ୍ୟବସ୍ଥା
ଆଜି ଠାରୁ ଆରମ୍ଭ ହୋଇଛି ସ୍ବ - ଗଣନା ବ୍ୟବସ୍ଥା
ଏହି ଜାତୀୟ କାର୍ଯ୍ୟକ୍ରମରେ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସମସ୍ତେ ସହଯୋଗ କରନ୍ତୁ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
ତା- ୦୧.୦୪.୨୦୨୬ ଭୁବନେଶ୍ବର
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୂନସୁ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ବୟରେ ସମଗ୍ର ଓଡ଼ିଶାର १० ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ର ର୍ଯ୍ୟକ୍ରମରେ । ଅ ଅପ୍ରେଲ୍ ୧୬ ତାରିଖରୁ ତା ମଇ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତି ଗଣନ ଗଣନାକାରୀ ଓ ସୁପରଭାଇଜର ାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେ ଅପ୍ରେଲ୍ ୧୫ ତାରିଖ ତାରିଖ ମଧ୍ଯ ରାତ୍ରି ପକ୍ଷ ପର୍ଯ୍ୟନ୍ତ ସ୍ବ-ଗଣନ ଶନାର ପ୍ରାବଧାନ ରହିଛି । ଏହି କାର୍ଯ୍ୟକ୍ରମରେ ସେଲ୍ଫ ଏନ୍ୟୁମେରେସନ ପ୍ରୋ เฉด-งด (https://se.census.gov.in) ศเยศด ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ ।
ଏହି ସ୍ବ-ଗଣନା କାର୍ଯ୍ୟକ୍ରମ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଅପ୍ରେଲ୍ ୧୬ ତାରିଖରୁ ତାଲିମପ୍ରା ପ୍ରାପ୍ତ ଗଣନାକାରୀମ ନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଏବଂ ଆପଣ ପ୍ରଦତ୍ତ କରିଥିବା ତଥ୍ୟର ଯାଞ୍ଚ କରି ଚୂଡ଼ାନୁ କଲା ପରେ ଦାଖଲ କରିବେ ।
ଭାରତୀୟ ଜନଗଣନାରେ ପ୍ରଥମଥର କରି ସ୍ବ - ଗଣନାର ପ୍ରାବଧାନ ରଖାଯ ଖାଯାଇଛି, ଯାହା ହା ଆଜି ଠାରୁ ଆରମ୍ଭ ହେଉଛି ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିଜେ ପୋର୍ଟାଲ ମାଧ୍ଯମରେ ନିଜସ୍ବ ତଥ୍ୟ ପ୍ରଦାନ କରିଛନ୍ତି । ଏହି ଜାତୀୟ କାର୍ଯ୍ୟକ୍ରମରେ ସ୍ବ-ଗଣନା ମାଧ୍ୟମ ରେ ସଠିକ ତଥ୍ୟ ପ୍ରଦାନ କରି ସହଯୋଗ ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଏହି ସ୍ବ-ଗଣନା ପ୍ରକ୍ରିୟା କାର୍ଯ୍ୟ ର୍ଯ୍ୟକ୍ରମରେ ଜନଗଣନା ଶନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ନିଖୂଳ ପବନ
କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହେମନୁ ହେମନୁ କୁମାର ସିଂହ ଓ ଶ୍ରୀ ହାରାଧନ କର୍ମୀ ଏବଂ ସହକାରୀ ନିର୍ଦ୍ଦେଶକ ଶ୍ରୀ ଉମାକାନ୍ତ ସାହୁ ଏବଂ ଭୁବନେଶ୍ବର ମହାନଗର ନିଗମର ଡେପୁଟୀ କମିଶନର ଶ୍ରୀମତୀ ପ୍ରିୟଦର୍ଶିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।