ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ର ବନ୍ୟା ପ୍ରଭାବିତ ଅଞ୍ଚଳ ଗୋବିନ୍ଦପୁର ଓ ବାରସର ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

Aug 5, 2026 - 16:57
 3

ଏହି ଗସ୍ତ ସମୟରେ ସେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି। 

ଏହି ବିପଦ ସମୟରେ ପ୍ରତ୍ୟେକ ପ୍ରଭାବିତ ପରିବାରର ସୁରକ୍ଷା ଓ ସେମାନଙ୍କ ପାଖରେ ସମୟୋଚିତ ସହାୟତା ପହଞ୍ଚାଇବା ପ୍ରଶାସନର ସର୍ବାଧିକ ପ୍ରାଥମିକତା ବୋଲି ସେ ଦୋହରାଇଛନ୍ତି।