ଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସାକ୍ଷାତକାର
ଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସାକ୍ଷାତକାର
ଭାରତ ବିଶ୍ବସ୍ତରରେ ଶ୍ରେଷ୍ଠ ତିନୋଟି ଏଆଇ ମହାଶକ୍ତି ମଧ୍ୟରେ ସ୍ଥାନ ପାଇବା
ଉଚିତ: ୨୦୪୭ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଯୁକ୍ତିବିଦ୍ୟା ମାନବତାର ସେବା ଲାଗି ଉଦ୍ଦିଷ୍ଟ, ଏହାର ବିସ୍ଥାପନ ଲାଗି ନୁହେଁ
ଏଆଇ ଗଭୀର ଭାବେ ମାନବକୈନ୍ଦ୍ରିକ ହେବା ସହିତ ବିଶ୍ବ ବିକାଶକୁ ତ୍ବରାନ୍ବିତ କରିବା ଉଚିତ୍; ଏହା ହିଁ ଆମର ଲକ୍ଷ୍ୟ
ଭାରତ କେବଳ ଏଆଇ ବିପ୍ଳବରେ ଅଂଶଗ୍ରହଣ କରିବ ନାହିଁ, ବରଂ ଏହାକୁ ଆକାର ଦେବ, ଏଥିପାଇଁ ଆମେ ପ୍ରତିଭା, ଭିତ୍ତିଭୂମି, ନୀତି ଓ ଦକ୍ଷତା ବିକାଶ କରୁଛୁ
ଆମର ଏଆଇ କ୍ଷେତ୍ର କେବଳ ସେବା ନୁହେଁ ବରଂ ଏଆଇ ଉତ୍ପାଦ ବିକଶିତ କରୁ ବୋଲି ଆମେ ଚାହୁଁଛୁ
ଏଆଇରେ ଆତ୍ମନିର୍ଭରଶୀଳତାର ଅର୍ଥ ହେଉଛି ଡିଜିଟାଲ ଶତାବ୍ଦୀରେ ଭାରତ ନିଜସ୍ବ କୋଡ୍ ଲେଖୁବା
ଏଆଇ ବିଭାଜନ ସୃଷ୍ଟି କରିବାକୁ ନେଇ ବିଶ୍ବ ଚିନ୍ତିତ ଥିବା ସମୟରେ ଭାରତ ବିଭାଜନ ଦୂର କରିବା ଲାଗି ଏହାକୁ ଉପଯୋଗ କରୁଛି
ଏଆଇ ପାଇଁ ଆତ୍ମନିର୍ଭର ଭାରତର ତିନୋଟି ଆଧାର : ସାର୍ବଭୌମତ୍ବ, ଅନ୍ତର୍ଭୂକ୍ତିକରଣ এর° ନବୋନ୍ମେଷ
ଦେଶର ରାଜଧାନୀ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖବର ସର ସରବରାହ ସଂସ୍ଥା ଏଏନଆଇକୁ ଏକ ସ୍ବତନ୍ତ୍ର ସାକ୍ଷାତକା ତକାର ଦେ ଦେଇଛନ୍ତି । ଏଥିରେ ସେ ସେ ସମ୍ମିଳନୀର ବାର୍ଭା ସର୍ବଜନ ହିତାୟ, ସର୍ବଜନ ସୁଖାୟ (ସମସ୍ତଙ୍କ କଲ୍ୟାଣ, ସମସ୍ତଙ୍କ ଖୁସି)
ଉପରେ ଆ ଆଲୋକପାତ କରିଛନ୍ତି । ଏହି ସାକ୍ଷାତକାରର ନିମନ
ଶେଷ କଥା...
ମୋର ଦୃଷ୍ଟିକୋଣ ହେଉଛି ଭାରତ କେବଳ ଏଆଇ ବ୍ୟବହାରରେ ନୁହେଁ ବରଂ ସୃଷ୍ଟିରେ ବିଶ୍ବସ୍ତରରେ ଶ୍ରେଷ୍ଠ ତିନୋଟି ଏଆଇ ମହାଶକ୍ତି ମଧ୍ୟରେ ରହିବା ଉଚିତ I ଆମର ଏଆଇ ମଡେଲଗୁଡ଼ିକୁ ବିଶ୍ବବ୍ୟାପୀ ନିୟୋଜିତ କରାଯିବ ତଥା କୋଟି କୋଟି ଲୋକଙ୍କୁ ସେମାନଙ୍କ ।ନଙ୍କର ମାତୃଭାଷାରେ ସେବା ଯୋଗାଇବା । ଆମର ଏଆଇ ଷ୍ଟାର୍ଟଅପ୍ଗୁଡ଼ିକର ମୂଲ୍ୟ ଶହ ଶହ କୋଟିରେ ପହଞ୍ଚିବ ଏବଂ ଏଗୁଡ଼ିକ ଜରିଆରେ ଲକ୍ଷ ଲକ୍ଷ ଉଚ୍ଚମାନର ନିଯୁକ୍ତି ସୃଷ୍ଟି ହେବ ।
ଦକ୍ଷ, ସମାନ ଶାସନ ପାଇଁ ମାନଦଣ୍ଡ ଭାବରେ ଆମର ଏଆଇ-ଚାଳି )-ଚାଳିତ ସାର୍ବଜନୀନ ସେବାଗୁଡ଼ିକୁ ବିଶ୍ବସ୍ତରରେ ଅଧ୍ୟୟନ କରାଯିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରତ୍ୟେକ ଭାରତୀୟ ଏଆଇକୁ ସୁଯୋଗର ସମର୍ଥକ, କ୍ଷମତାର ଗୁଣକ ଏବଂ ମାନବ ମର୍ଯ୍ୟାଦାର ସେବକ ଭାବରେ ଅନୁଭବ କରିବେ, ସେମାନଙ୍କ ଜୀବିକା ପାଇଁ ବିପଦ କିମ୍ୱା ନିୟନ୍ତ୍ରଣର ଏକ ଉପକରଣ ଭାବରେ ନୁହେଁ I
ଏଆଇରେ ଆତ୍ମନିର୍ଭର ଭାରତ ଅର୍ଥ ହେଉଛି ଡିଜିଟାଲ୍ ଶତାବ୍ଦୀ ପାଇଁ ଭାରତ ନିଜର ନି କୋଡ୍ ଲେଖିବା, ଏବଂ ଇଣ୍ଡିଆ କରିବ ଏଆଇ ମିଶନ ମାଧ୍ଯମରେ, ଆମେ ସୁନିଶ୍ଚିତ କରୁଛୁ ଯେ କୋଡ୍ ଆମର ମୂଲ୍ୟବୋଧକୁ ପ୍ରତିଫଳିତ ବ । ଏହା ଆମ ଲୋକଙ୍କ ସେବା କରିବ ଏବଂ ଭାରତକୁ ବିଶ୍ବ ପାଇଁ ରୂପେ ସ୍ଥାନିତ କରିବ । ଏକ ଉତ୍ତରଦାୟୀ ଏଆଇ ନେତୃତ୍ବ