‘“ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା - ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ” ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅବେଶନକୁ ସମ୍ବୋତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର

Dec 11, 2025 - 11:29
 11
‘“ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା - ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ” ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅବେଶନକୁ ସମ୍ବୋତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର

‘“ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା - ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ” ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅବେଶନକୁ ସମ୍ବୋତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର

ମାନ ମାନବାଧୂକାର ଦିବସ କେବଳ ଏକ ଐତିହାସିକ ଘୋଷଣାର ସ୍ମୃତିଚାରଣ ନୁହେଁ ବରଂ ଏହା ମର୍ଯ୍ୟାଦାର ଜୀବନ୍ତ ଅନୁଭୂତି ଉପରେ ବିଚାର କରିବାର ଏକ ଆହ୍ଵାନ : ଡକ୍ଟର ପି କେ ମିଶ୍ର

ମାନବାଧୂକାର ସ୍ବରୂପ ବଦଳି ଏଥିରେ ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଡିଜିଟାଲ ଅନ୍ତର୍ଭୂକ୍ତିକରଣ ସାମିଲ ହୋଇଛି: ଡକ୍ଟର ପି.କେ ମିଶ୍ର

ଘରେ ରେ ସମ୍ମାନ, ସାମାଜିକ ସୁରକ୍ଷା, ସମାବେଶୀ ଆର୍ଥିକ ବିକାଶ ଏବଂ ଦୁର୍ବଳ ସମ୍ପ୍ରଦାୟ ପାଇଁ ନ୍ୟାୟ-ର ଚାରିଟି ସ୍ତମ୍ଭ ଜରିଆରେ ଭାରତ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଛି

6 ଲୋକାଭିମୁଖ୍ ପ୍ରଶାସନକୁ ବ୍ୟାପକ କରିବା, ଉତ୍ତରଦାୟୀ ଭାବେ ପ୍ରଯୁକ୍ତିର ବ୍ୟବହାର, ସଂସ୍ଥାଗତ ଦୂରଦୃଷ୍ଟିକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ଜନସେବାର ମାର୍ଗଦର୍ଶୀ ସିଦ୍ଧାନ୍ତ ରୂପେ ସମ୍ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କଲେ ଡକ୍ଟର ପି.କେ. ମିଶ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରମ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ “ଦୈନନ୍ଦିନ ଆବଶ୍ୟକ‌ତା ସୁନିଶ୍ଚିତ କ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ” ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅବେଶନକୁ ସମ୍ବେ ସମ୍ବୋଧୃତ କରିଛନ୍ତି I ନିଜର ଅଭିଭାଷଣରେ ସେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ବିଶ୍ବ ମାନବାଧ୍କାର ଦିବ ଦିବସର ମହତ୍ବ ଉପରେ ଗୁରୁତ୍ୱାରୋପ କରିଥିଲେ I ଭାରତରେ ନାଗରିକଙ୍କ ସମ୍ମାନକୁ ମ୍ମାନକୁ ସୁରକ୍ଷିତ ରଖିବା ଏବଂ ପ୍ରେ ପ୍ରୋତ୍ସାହନ ଦେବା ଲାଗି ସାମ୍ବିଧାନିକ ଆଦର୍ଶ, ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ସାମାଜିକ ମୂଲ୍ୟବୋଧ ମିଳିତ ଭାବେ ବେ କାର୍ଯ୍ୟ କରିଥା'ନ୍ତି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ମାନବାଧୂକ କାର ଉପରେ ର୍ବଜନୀନ ଘୋଷଣାନାମା (1948)ର ଧାରା 25(1)ର ସ୍ମରଣ କରିଥିଲେ। ଏହା ଖାଦ୍ୟ, ବସ୍ତ୍ର ବସ୍ତ୍ର, ବାସଗୃହ, ସ୍ଥ୍ୟସେବା, ସାମାଜିକ ସେବା ଏବଂ ବିପଦ ସମୟରେ ସୁରକ୍ଷା ସହିତ ଯଥେଷ୍ଟ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବନଯାପନ କରିବାର ଅଧିକାର ସୁନିଶ୍ଚିତ କରିଥାଏ। ଡକ୍ଟର ମିଶ୍ର କହିଥିଲେ, ମାନବାକାର ଦିବସ କେବଳ ଏକ ଐତିହାସିକ ଘୋଷଣାର ସ୍ମୃତିଚାରଣ ନୁହେଁ ବରଂ ଏହା ମର୍ଯ୍ୟାଦାର ଜୀବନ୍ତ ଅନୁଭୂତି ଉପରେ ବିଚାର କରିବାର ଏକ ଆହ୍ୱାନ । ମାନବାଧୋକାର ଦିବସର ଚଳିତ ବର୍ଷର ବିଷୟବସ୍ତୁ ‘‘ମାନବାଧ୍କାର, ଆମର ଦୈନନ୍ଦିନ ଆବଶ୍ୟକତା”, ନାଗରିକ

ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । 2023-24 ବର୍ଷର ଘରୋଇ ବୋଲି ସେ ଉଲ୍ଲେଖ କରିଥିଲେ I ଗତ ଏକ ଦଶନ୍ଧି ମଧ୍ଯରେ 25 କୋଟି ଭାରତୀୟ ଉପଭୋକ୍ତା ଖର୍ଚ୍ଚ ଖର୍ଚ୍ଚ ଏହାର ଦ୍ବାର ପ୍ରମାଣ ଦେଉଛି ।

ଦୈନନ୍ଦିନ ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ଘରେ ସମ୍ମାନ, ସାମାଜିକ ସୁରକ୍ଷା, ସମାବେଶୀ ଆର୍ଥିକ ବିକାଶ ଏବଂ ଦୁର୍ବଳ ସମ୍ପ୍ରଦାୟ ପାଇଁ ନ୍ୟାୟ ଆଦି ଆଦି ଚାରୋଟି ସ୍ତମ୍ଭ ବିଷୟରେ ଡକ୍ଟର ମିଶ୍ର ବର୍ଣ୍ଣନା କରିଥିଲେ। ସେ କହିଥିଲେ, ପ୍ରଥମତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ସ୍ବଚ୍ଛ ଭାରତ ଅଭିଯାନ, ସୌଭାଗ୍ୟ ଏବଂ ଉଜ୍ଜ୍ବଳା ଆଦି ଯୋଜନା ବାସଗୃହ, ଜଳଯୋଗାଣ, ପରିମଳ, ବିଦ୍ୟୁତ ଏବଂ ସ୍ବଚ୍ଛ ଇନ୍ଧନ ଯୋଗାଇ ଦେଇ ଜୀବନକୁ ପତି ପରିବର୍ତ୍ତନ କଟୁ କରୁଛି । ଏହା ଘରେ ସମ୍ମାନ ସୁନିଶ୍ଚିତ କରୁଛି । ଦ୍ଵିତୀୟତଃ, ସାମାଜିକ ସୁରକ୍ଷା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇ ରାଯାଇଛି। ପ୍ରଧ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ ମହାମାରୀ ୀ ସମୟରେ 80 କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଥିଲା I ଆୟୁଷ୍ମାନ ପିଏମଜେୱାଇ ଯୋଜନା 42 କୋଟି ଲୋବ ସ୍ବାସ୍ଥ୍ୟ ବ ବୀମା ସୁବିଧା । ଦେଇଛି । ବୀମା, ପେନସ ସନ ଏବଂ ବଂ ନୂତନ ଶ୍ରମ ଆଇନ ଅସଂଗଠିତ ଏବଂ ଠିତ ଏବଂ ଗିଗ୍ ଶ୍ରମିକମାନଙ୍କୁ ଲାଭ ପ୍ର ପ୍ରଦାନ କରିଛି । ମାନସିକ ସ୍ବାସ୍ଥ୍ୟ€ ସ୍ବାସ୍ଥ୍ୟସେବା ଆଇନ ଭଳି ସଂସ୍କାର ଦୁର୍ବଳ ସମ୍ପ୍ରଦାୟ ପାଇଁ ସମ୍ମା (ମ୍ମାନ ସୁନିଶ୍ଚିତ କରିଥିଲା Įଲା I ତୃତୀୟତଃ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ସଶକ୍ତିକରଣ ଜରିଆରେ ସମାବେଶୀ ଆର୍ଥିବ ।ର୍ଥିକ ବିକାଶକୁ ତ୍ବରାନ୍ବିତ କ କରାଯାଉଛି । ଜାମ୍ ତ୍ରୟ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରରେ ବିପ୍ଳବ ଆ ଆଣିଛି। 56 କୋଟିରୁ ଅଧିକ ଜନଧନ ଆକାଉଣ୍ଟ ବ ବ୍ୟାଙ୍କ ସେବ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଆର୍ଥିକ ସହାୟତା ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପିଏମ୍ ସ୍ବନିଧ୍ ଭଳି ଯୋଜନା ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହି ପ୍ରୋତ୍ସାହିତ କରିଛି । ସ୍ବୟଂ ସହାୟକ ଗୋଷ୍ଠୀ, ‘ଲକ୍ଷପତି ଦିଦି’, ଦିଦି', ବେଟୀ ବଚାଓ ବେଟୀ ପଢ଼ାଓ ଏବଂ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଐତିହାସିକ ଏକ-ତୃତୀୟାଂଶ ସଂରକ୍ଷଣ ମାଧ୍ଯମରେ ମହିଳା ସଶକ୍ତିକରଣ ମଜବୁତ ହୋଇଛି ହେ । ଚତୁର୍ଥତଃ, ନୂତନ ଫୌଜଦାରୀ ଆଇନ ସଂହି ସଂହିତା, ଫାଷ୍ଟ-ଟ୍ରାକ୍ କୋର୍ଟ, ପୋକସୋ ଆଇନ, ଭିନ୍ନକ୍ଷମ ବ୍ୟକ୍ତି କ୍ତିଙ୍କ ଅଧିକାର ଆଇନ ଏବଂ ଆଦିବାସୀ ସମ୍ପ୍ରଦାୟ ୟ ପାଇଁ ପିଏମ-ଜନମନ ମାଧ୍ଯମରେ ଦୁର୍ବଳ ସମ୍ପ୍ରଦାୟଙ୍କ ପାଇଁ ନ୍ୟାୟ ଏବଂ ସୁରକ୍ଷା ସୁଦୃଢ଼ କରାଯାଇଛି। ଭେକ୍ସିନ୍ ମୈତ୍ରୀ ସମେତ ବିଭିନ୍ନ ମାନବୀୟ ସହାୟତା ମାନବାଧ୍କାରର ସାର୍ବଜନୀନ ପ୍ରସାରରେ ଭାରତର ବିଶ୍ବାସକୁ ପ୍ରତିଫଳିତ ଳିତ କରିଛି।

ସେ କହି ରୀ ଭାବରେ ନହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଜନ ଭାଗୀଦାରୀ ଆହ୍ୱାନ ଦ୍ବାରା ପରିଚାଳିତ ହୋଇ, ସାର୍ବଜନୀନ ସେବା ପ୍ରଦାନ ଏବେ ସୁପାରିସରୁ ପ୍ରତିକ୍ରିୟା, ଯୋଜନା ପ୍ରଣ ପ୍ରଣୟନରୁ ମର୍ଯ୍ୟାଦା ପ୍ରଦାନ ଏବଂ ଲୋକଙ୍କୁ ହିତାକାରୀ ଦେଖ୍ବା ଠାରୁ ଊର୍ଦ୍ଧକୁ ଯାଇ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର କରିବା ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇଛି। ଜାତିସଂଘ ମାନବାଧ୍ ବାକାର ପରିଷଦକୁ ଭାରତର ନିର୍ବାଚନ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ସମାବେଶୀ ବିକାଶ ପ୍ରତି ବିଶ୍ବବ୍ୟାପୀ ବିଶ୍ବାସକୁ ପ୍ରତିଫଳିତ କରୁଛି।

ଗଢ଼ି ତୋଳିବାରେ ଜନସେବା ଏବଂ ବିଭିନ୍ନ ଅନୁଷ୍ଠାନଗୁଡ଼ିକର ମହତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ ବୋଲି ସେ କହିଥିଲେ।

ମାନବାଧ୍କାରକୁ ନେଇ ନେଇ ସାର୍ବଜନୀନ ଘୋଷଣାନାମା ପ୍ରସ୍ତୁତ କରିବାଟେ ରେ ଭାରତର ଐତିହାସିକ ଭୂମିକାକୁ ଡକ୍ଟର ମିଶ୍ର ସ୍ମରଣ କରିଥିଲେ। ବିଶେଷ କ କରି ସେ ଡକ୍ଟର ହଂସା ମେହତାଙ୍କ କଥା ମନେ ପକାଇଥିଲେ, ଯିଏ ଏହି ଘୋଷଣାପତ୍ରରେ ‘‘ସବୁ ଲୋକ ସ୍ବାଧୀନ এর° ସମା ମାନ ଭାବେ ଜନ୍ମ ନେଇଛନ୍ତି’” ବୋଲି ସୁନିଶ୍ଚିତ କରିଥିଲେ I ଏହା ଲିଙ୍ଗଗତ ସମାନତା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ଥିଲା I ଖାଦ୍ୟ, ଜଳ, ବାସଗୃହ, ଶିକ୍ଷା ଏବଂ ନ୍ୟାୟର ଉପଲବ୍ଧତା ଜରିଆରେ ଅଧୂକାର ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଡକ୍ଟର ଲି ଡକ୍ଟର ମିଶ୍ର ଗୁରୁତ୍ବାରୋପ କରିଥିଲେ I ସେ କହିଥ୍ କହିଥିଲେ, ମାନବାଧିକାରର ବିଚାର ଏବେ ନାଗରିକ ଏବଂ ରାଜନୈତି ନିତିକ ଅଧ୍କାର ଠାରୁ ଆଗକୁ ବଢ଼ି ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ଅଧିକାର ପର୍ଯ୍ୟନ୍ତ ପହଞ୍ଚିଲାଣି। ବର୍ତ୍ତମାନ ଏହାର ସ୍ବରୂପ ବଦଳି ଏଥିରେ ପ୍ରଯୁକ୍ତିବିଦ୍ୟା, ପରିବେଶ, ଡିଜିଟାଲ ଅନ୍ତର୍ଭୂକ୍ତିକରଣ, ପରିବେଶ ପାଇଁ ଚିନ୍ତା ଏବଂ ନୂଆ ଦୁର୍ବଳତା ସାମିଲ ହୋଇଛି। ବର୍ତ୍ତମାନ କେବଳ ସ୍ବାଧୀନତା ଜରିଆରେ ନୁହେଁ, ବରଂ ଗୋପନୀୟ ନୀୟତା, ସ୍ଥାନାନ୍ତର ସୁବିଧା, ସ୍ବଚ୍ଛ ପରିବେଶ ଏବଂ ଡିଜିଟାଲ ଅନ୍ତର୍ଭୂକ୍ତିକରଣର ଉପଲବ୍ଧତା ମାଧ୍ୟମରେ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ମୂଲ୍ୟାଙ୍କନ କରାଯାଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ, ଭାରତର ସଭ୍ୟତାଗତ ଲୋକ ପରମ୍ପରାରେ ସମ୍ମାନ ଏବଂ କର୍ଭବ୍ୟକୁ ସାର୍ବଜନୀନ ଜୀବନରେ ପ୍ରାଥମିକତା ଦିଆଯାଉଥିଲା I ଧର୍ମ, ନ୍ୟାୟ, କରୁଣ କରୁଣା ଏବଂ ସେବା ଭଳି ବିଚାର ସଜୋଟ ବ୍ୟବହାର ଏବଂ କଲ୍ୟାଣ ପ୍ରତି ଧ୍ୟାନ ଦେଉଥ୍‌ଲା । ଅନୁରୂପ ଭାବେ ଅହିଂସା ସଂଯମତାକୁ ପ୍ରୋତ୍ସାହିତ କରୁଥିଲା I ବସୁଧୈବ କୁଟୁମ୍ୱକମ୍ ଭଳି ବିଚାର ସମ୍ପୂର୍ଣ୍ଣ ମାନବଜାତିକୁ ଗୋଟିଏ ପରିବାର ରୂପେ ବିବେଚନା କରୁଥିଲା । ଏହି ସିଦ୍ଧାନ୍ତଗୁଡ଼ିକ ଡ଼ିକ ଭାରତର ସମ୍ବିଧାନ ପ୍ରସ୍ତୁତିକୁ ପ୍ରଭାବିତ କରିଥିଲା I ଫଳରେ ଏଥିରେ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧ୍କାର ଏବଂ କାର୍ଯ୍ୟକା କାର୍ଯ୍ୟକାରିତାଯୋଗ୍ୟ ଅଧିକାର ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା ଏବଂ କଲ୍ୟାଣକୁ ପ୍ରାଥମିକତା ଦେ ଦେଉଥ‌ିବା ନିର୍ଦ୍ଦେଶାତ୍ମକ ସିଦ୍ଧାନ୍ତକୁ ସାମିଲ କରାଯାଇଥିଲା।

2014 ପୂର୍ବ ଦଶନ୍ଧି ସମୟକୁ ମନେ ପକାଇ ଡକ୍ଟର ମିଶ୍ର କହିଥିଲେ, ଶିକ୍ଷାଧ୍କାର ଆଇନ, ଏମଜିଏନଆରଇଜିଏ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଭଳି ଆଇନ ଜରିଆରେ ବିକାଶ ଲାଗି ଏକ ଅଲ୍‌କାର ଆଧାରିତ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା । ତେବେ, ପ୍ରଭାବୀ ବିତରଣ ବିନା ଏସବୁ ପଦକ୍ଷେପର ବିଶ୍ବସନୀୟତା ପୂର୍ଣ ହୋଇଥିଲା I କିନ୍ତୁ 2014 ପରଠାରୁ ସରକାର ସମ୍ପୂର୍ଣତା ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କରି ଆସୁଛନ୍ତି। କୌଣସି ଯୋଗ୍ୟ ହିତାଧ୍କାରୀ ଯେପରି ବାଦ୍ ନପଡ଼ିବେ ସେଥ‌ିପ୍ରତି ଧ୍ୟାନ ଦିଆଯାଇଛି। ‘“କାଗଜପତ୍ରରେ ଅଧୋକାର’" ପରିବର୍ଭେ “କାର୍ଯ୍ୟକାରୀ ଅଧୋକାର’” ଆଡ଼କୁ ସରକାରଙ୍କ ଆଭିମୁଖ୍ୟ ବଦଳିଛି। ଡିଜିଟାଲ ଭିଭିଭୂମି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ଭଳି ପ୍ରଚାରପ୍ରସାର ଅଭିଯାନ ଏହି ଆଭିମୁଖ୍ୟକୁ ପ୍ରଭାବୀ ଢଙ୍ଗରେ ସମର୍ଥନ କରିଛି। ଦାରିଦ୍ର୍ୟ ଦୂରୀକରଣ ସବୁଠୁ ପ୍ରଭାବୀ ମାନବାଧ୍କାର ହସ୍ତକ୍ଷେପ ବୋଲି ସେ ଜୋର୍ ଦେଇ ଦଇ କହିଥିଲେ ।