କେଉଁ_ମୁହଁରେ_ରାଜ୍ୟ_ମାନ୍ୟତା_ମାଗିବି: #ଓମାର .
କେଉଁ_ମୁହଁରେ_ରାଜ୍ୟ_ମାନ୍ୟତା_ମାଗିବି: #ଓମାର .
-ଏବେ ଜାମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି ସମୟ ନୁହେଁ
-ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ କହିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା
-‘ଯଦି ମୁଁ ଶସ୍ତା ରାଜନୀତି କରିଥାନ୍ତି ତାହେଲେ ଏପରି ଦାବି କରିପାରନ୍ତି’
-‘ରାଜ୍ୟ ମାନ୍ୟତା ଫେରିବା ଦାବିରୁ ଓହରି ନାହୁଁ, ମାତ୍ର ଏବେ ନୁହେଁ’
-‘ପହଲଗାମ୍ ଘଟଣା ପରେ କେଉଁ ମୁହଁରେ ମୁଁ ରାଜ୍ୟ ମାନ୍ୟତା ମାଗିବି’
-‘ଅତୀତରେ ରାଜ୍ୟ ମାନ୍ୟତା ମାଗିଛି, ଭବିଷ୍ୟତରେ ମାଗିବି, ଏବେ ନୁହେଁ’
-‘ମୃତାହତଙ୍କ ପରିବାରକୁ କେଉଁ ଭାଷାରେ କ୍ଷମା ମାଗିବି ଭାଷା ପାଉନି’
-‘ରାଜ୍ୟ ମୁଖିଆ ଭାବେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଫେରାଇବା ଦାୟିତ୍ୱ .