କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ଯକ୍ଷ ଆସନ ଅଧ୍ଯକ୍ଷତାରେ ବଙ୍ଗୋ ପସାଗରରେ ସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲା ଏନସିଏମସି

Oct 28, 2025 - 21:43
 3
କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ଯକ୍ଷ ଆସନ ଅଧ୍ଯକ୍ଷତାରେ ବଙ୍ଗୋ ପସାଗରରେ ସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲା ଏନସିଏମସି

କ୍ୟାବିନେଟ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତା କ୍ଷତାରେ ଅନୁଷ୍ଠିତ ଜାତୀୟ ବିପରି ପରିଚାଳନା କମିଟି (ଏନସିଏମସି)ଟ ସି)ର ଜରୁରୀ ବୈଠକରେ ବଙ୍ଗୋପ ଙ୍ଗାପସାଗରରେ ଆସନ୍ନ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମୀକ୍ଷା କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟି ଅବପାତର

ବର୍ତ୍ତମାନର ସ୍ଥିତି ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା I ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ

ସୃଷ୍ଟି ହୋଇଥିବା ଏହି ଅବପାତ ବିଗତ 6 ଘଣ୍ଟା ମଧ୍ଯରେ ଘଣ୍ଟାପ୍ରତି 7 କିମି ବେଗ ବେଗରେ ପଶ୍ଚିମ ଦିଗକୁ

ଗତି କରୁଛି । ଶନିବାର, 25 ତାରିଖ ପୂର୍ବାହ୍ନ ସାଢ଼େ 11 11ଟା ସୁଦ୍ଧା ଏହା ତାମିଲନାଡ଼ୁ ଚେନ୍ନାଇର ପୂର୍ବ-

ଦକ୍ଷିଣ ପୂର୍ବ ଦିଗରେ 950 କିମି, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଦକ୍ଷିଣ ପୂର୍ବ ଦିଗରେ 960 କିମି,

ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ଦକ୍ଷିଣ ପୂର୍ବ ଦିଗରେ 970 କିମି এর° ଓଡ଼ିଶାର ଗୋପାଳପୁରଠାରୁ

ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ 1030 କିମି ଦୂରରେ ରହିଛି । ଏହା ପ୍ରାୟ ଏହା ପ୍ରାୟ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ

ଗତି କରିବ, 26 ତାରିଖ ସୁଦ୍ଧା ଗଭୀର ଅବପାତ ବପାତରେ ପରିଣତ ହେବ ଏବଂ 27 ତାରିଖ ତାରିଖ ସକାଳ ସୁଦ୍ଧା

ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏ ଏକ ଘୂର୍ଣ୍ଣିବାତ୍ୟାରେ

ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ, ଏହା ଉତ୍ତର-ପଶ୍ଚିମ ଦିଗକୁ, ତା'ପ ପରେ ଉତ୍ତର-

ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅକ୍ଟୋବର 28 ତାରିଖ ସକାଳ ସୁଦ୍ଧା ଦ୍ଧା ଏକ ଭୀଷଣ

ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ହିଛି। ଏହା ଧୀରେ ଧୀରେ ରେ ଉତ୍ତର-ପ ତ୍ତର-ଉତ୍ତର-ପଶ୍ଚିମ

ଦିଗକୁ ଗତି ଜାରି ରଖ୍, ଅକ୍ଟୋବର 28 ତାରିଖ ସନ୍ଧ୍ୟାରେ/ରାତି ତିରେ କାକିନାଡା ନିକଟବର୍ତ୍ତୀ

ମଛିଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳକୁ ଅତିକ୍ରମ କରି କରିବାର

ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ବଗ ଘଣ୍ଟାପ୍ରତି ୨୦ 90-100 କିମି ଏବଂ ସ୍ଥଳବିଶେଷରେ

110 କିମି ଛୁଇଁବାର ଆଶଙ୍କା ରହିଥ‌ିବା ପାଣିପାଗ ବିଭାଗ ସୂଚନା ଦେଇଛି ।