କୋର୍ଟରେ ଆତ୍ମସମର୍ପଣ କଲେ IIC...

Mar 2, 2026 - 21:08
 80
କୋର୍ଟରେ ଆତ୍ମସମର୍ପଣ କଲେ IIC...

କୋର୍ଟରେ ଆତ୍ମସମର୍ପଣ କଲେ IIC...

ଜୟପୁର ଜିଲ୍ଲା କୋର୍ଟରେ ଫେରାର IICଙ୍କ ଆତ୍ମସମର୍ପଣ

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ତତ୍କାଳୀନ IIC ରାଜେଶ ବଳିୟାରସିଂହ

ପ୍ରାୟ ୬ ମାସ ଫେରାର ପରେ କୋର୍ଟରେ ଆତ୍ମସମର୍ପଣ କଲେ

କୋରାପୁଟ୍‌ରେ କାର୍ଯ୍ୟରତ ବେଳେ ବିବାଦରେ ଛନ୍ଦି ହୋଇଥିଲେ IIC

ଗଞ୍ଜେଇ ବେପାରୀଙ୍କୁ ସହଯୋଗ ଓ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗ

ଭୁବନେଶ୍ବରରେ ଗାଡ଼ି ସହ IICଙ୍କୁ ଧରିଥିଲା କୋରାପୁଟ ପୋଲିସ

କ୍ୟାପିଟାଲ ଥାନା ନେଇ ପଚରାଉଚରା ବେଳେ ଚମ୍ପଟ ମାରିଥିଲେ IIC

ପରେ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିଲା ପୋଲିସ