କ୍ଷମତା ଦକ୍ଷିଣ କୋରିଆରେ ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୫ରେ ଭାରତ ଏହାର ସୃଜନଶୀଳ କ୍ଷମ ପ୍ରଦର୍ଶନ କରିବ

Sep 16, 2025 - 21:41
 3
କ୍ଷମତା ଦକ୍ଷିଣ କୋରିଆରେ ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୫ରେ ଭାରତ ଏହାର ସୃଜନଶୀଳ କ୍ଷମ ପ୍ରଦର୍ଶନ କରିବ

ବିଆଇଏଫଏଫକୁ ଭାରତର ପ୍ରଥମ ମନ୍ତ୍ରୀସ୍ତରୀୟ ପ୍ରତିନିଧୂମଣ୍ଡଳର ନେତୃତ୍ବ ନେବେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର এ. ମୁରୁଗାନ

ବିଆଇଏଫଏଫ-୨୦୨୫ରେ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ହେବ; ଏସିଏଫଏମ, ଏସୀୟ କଣ୍ଟେଣ୍ଟ ৩০° ଚଳଚ୍ଚିତ୍ର ବଜାରରେ ସହ-ପ୍ରଯୋଜନା ବଜାର ପାଇଁ ୫ଟି ଭାରତୀ ।ରତୀୟ ପ୍ରକଳ୍ପକୁ ଚୟନ କରାଯାଇଛି

এক ବିଆଇଏଫଏଫ-୨୦୨୫ରେ ଅଂଶଗ୍ରହଣ ସହ-ପ୍ରଯୋଜନା ବିସ୍ତାର କରିବା, ଏଭିଜିସି ସୁଯୋଗକୁ ପ୍ରୋତ୍ସାହିତ କରିବା ଏ ଦକ୍ଷିଣ କୋରିଆ ସହିତ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ

ଯାଜନା ଇଣ୍ଡିଆ ସ୍ତିଆ ପାଭିଲିୟନରେ ୱେଲ୍ସ ବଜାର ଭାରତୀୟ କ୍ରିଏଟରମାନଙ୍କୁ ବିଶ୍ବ ବଜାର ସହିତ ସଂଯୋଗ କରିବ ଏବଂ ସହ-ପ୍ରଯୋ ৩৫° ଏଭିଜିସି ପାଇଁ ପ୍ରୋତ୍ସାହନକୁ ଉଜ୍ଜ୍ବଳ କରିବ

ବୁସାନରେ ଭା ଭାରତର ସଂସ୍କୃତି ଏବଂ ସୃଜନଶୀଳତାକୁ ପାଳନ କରିବ ଭାରତ ପର୍ବ ଏବଂ ଭାରତୀୟ ଚଳଚ୍ଚିତ୍ର ; ନୀତିଗତ ଆଲୋଚନା ଏ ଏବଂ ବୁଝାମଣାପତ୍ର ଭାରତ-କୋ ତ-କୋରିଆ ଏଭିଜିସି । ଏବଂ ଚଳଚ୍ଚିତ୍ର ସହ-ପ୍ରଯୋଜନା ଢାଞ୍ଚାକୁ ମଜବୁତ କରିବ

ଗଦେଇ ଏକ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନଙ୍କ ନେତୃତ୍ୱରେ ଭାରତର ଏକ ଉଚ୍ଚସ୍ତରୀୟ ପ୍ରତିନିଧୂମଣ୍ଡଳ ଦକ୍ଷିଣ କୋରିଆରେ ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ବିଆଇଏଫଏଫ) ୨୦୨୫ ଏବଂ ବଂ ଏସୀୟ କଣ୍ଟେଣ୍ଟ ଏବଂ ଚଳଚ୍ଚିତ୍ର ବଜାର (ଏସିଏ (ଏସିଏଫଏମ)ରେ ଯୋଗଦେ ଗୁରୁତ୍ବପୂର୍ଣ୍ଣ ସଫଳତା ହାସ ହାସଲ କରିବାକୁ ଯାଉଛି । ଏହା ବିଆଇଏଫଏଫକୁ ଭାରତର ପ୍ରଥମ ମନ୍ତ୍ରୀସ୍ତରୀୟ ପ୍ରତିନିଧୂମଣ୍ଡଳ ହେବ, ଯାହା ସାଂସ୍କୃତିକ କୂଟନୀତିକୁ ସୁଦୃଢ଼ ସୁଦୃଢ଼ କରିବ, ଆନ୍ତର୍ଜାତୀୟ ସ୍ତରରେ ସୃଜନଶୀଳ ସହଯୋଗକୁ ବିସ୍ତାର କରିବ ଏବଂ ଭାରତକୁ ସୃଜନଶୀଳ ଅର୍ଥନୀତିର ଏକ ବିଶ୍ବ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ଦେଶର 1ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।

ପ୍ରତିନିଧୂମଣ୍ଡଳୀରେ ସୂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧୂକାରୀ, ଏଏଫଡିସି, ଏଫ୍‌ଆଇସିସିଆଇ, ଏଫଟିଆଇଆଇ, ଏସଆରଏଫ ଏଫଟିଆଇଆଇ এর° ଆଇଆଇଏମସିର ପ୍ରତିନିଧୂମାନେ, ଏବଂ ୱେଭୃ ବଜାର ପଦକ୍ଷେପର ଚୟନିତ କ୍ରିଏଟରମାନେ ସାମିଲ ହେବେ।

କେନ୍ଦ୍ର ସୂଚନା ଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ୍ ମୁରୁଗାନ୍ ଗସ୍ତ କହିଛନ୍ତି, "ଭାରତ ବିଆଇଏଫଏଫ ୨୦୨୫ ରେ ଅଂଶଗ୍ରହଣ କରି ଗର୍ବିତ, এখ । ଏକ ମହୋତ୍ସବ ଯାହା ଏସୀୟ ଏବଂ ବିଶ୍ବସ୍ତରୀୟ ସିନେମାର ଶ୍ରେଷ୍ଠ ପ୍ରଦର୍ଶନ କରେ। ଏଠାରେ ଆମର ଉପସ୍ଥିତି ଭାରତର ସହ-ପ୍ରଯୋଜନା ବିସ୍ତାର କରିବ, ଏଭିଜିସିରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଦକ୍ଷିଣ କୋରିଆ ସହିତ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବା ପାଇଁ ସଂକଳ୍ପକୁ ପ୍ରତିଫଳିତ କରେ। ୱେଲ୍ସ ବଜାର ଏବଂ ଭାରତ ପର୍ବ ମାଧ୍ୟମରେ, ଆମେ କେବଳ ଆମର ସୃଜନଶୀଳ ଅର୍ଥନୀତି ନୁହେଁ, ବରଂ ଭାରତର କାଳଜୟୀ ଐତିହ୍ୟ ଏବଂ ପ୍ରତିଭାକୁ ମଧ୍ୟ ପ୍ରଦର୍ଶନ କରୁ।"