ଫେବୃଆରୀ ଏକ ତାରିଖ ରବିବାର ଦିନ ନିଜର ନବମ ବଜେଟ୍...
ଫେବୃଆରୀ ଏକ ତାରିଖ ରବିବାର ଦିନ ନିଜର ନବମ ବଜେଟ୍...
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଫେବୃଆରୀ ଏକ ତାରିଖ ରବିବାର ଦିନ ନିଜର ନବମ ବଜେଟ୍ ଉପସ୍ଥାପନ କରିବେ।
ଜଣେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କ୍ରମାଗତ ଭାବେ ନଅଟି ବଜେଟ୍ ଉପସ୍ଥାପନ କରିବାରେ ସେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ।
ଏହି ସହିତ ସେ ପି. ଚିଦାମ୍ବରମଙ୍କ ନଅଟି ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ସହ ମଧ୍ୟ ସମାନ ହେବେ, ଯିଏକି ନିଜର ଭିନ୍ନ ଭିନ୍ନ କାର୍ଯ୍ୟକାଳ ମଧ୍ୟରେ ଏହା କରିଥିଲେ।
ସବୁଠାରୁ ଅଧିକ ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ମୋରାରଜୀ ଦେଶାଇଙ୍କ ନାମରେ ରହିଛି, ଯିଏକି ଦଶଟି ବଜେଟ୍ ଉପସ୍ଥାପନ କରିଥିଲେ |