କ୍ୟାବିନେଟ ବୈଠକରେ ପାରିତ ହେଲା ୫ ଟି ପ୍ରସ୍ତାବ
ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍ ବୈଠକର ଦ୍ୱାରା ଗୃହୀତ ୫ ଟି ପ୍ରସ୍ତାବ ବିଷୟରେ ସୂଚନା ଦେଲେ :
ନ୍ୟୁ ଭୁବନେଶ୍ବର ସିଟି ମାଷ୍ଟର୍ ପ୍ଲାନ୍ ପ୍ରକଳ୍ପ ପାଇଁ ୧୫ ବର୍ଷରେ ୮,୧୭୯ କୋଟି ଖର୍ଚ୍ଚ କରିବ BDA
ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ୮ଶହ ଏକର ଜମିରେ ହେବ BDA ମାଷ୍ଟର ପ୍ଲାନ
ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଏବଂ ଫେରସ୍ତ ନିୟମାବଳୀ ପ୍ରଣୟନ
ST,SC ଓ ଭିନ୍ନକ୍ଷମଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଦେବେ ପରୀକ୍ଷା ଫିସ୍
ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟାମବଳୀର ସଂଶୋଧନ
ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବଢ଼ିଲା BDOଙ୍କ ଆର୍ଥିକ କ୍ଷମତା
ମୋଟର ଯାନ ଅଧିନିୟମରେ ଚାଲାଣ ଏକକାଳୀନ ସମାଧାନକୁ ଦିଆଗଲା ଗୁରୁତ୍ୱ
ବିଭିନ୍ନ କୋର୍ଟକୁ ପଠାଯାଇଥିବା ଚାଲାଣର ଫଇସଲା ପାଇଁ ହେବ କମିଟି ଗଠନ
ବକେୟା ଜୋରିମାନା ଦୃଢ଼ତାର ସହ ଆଦାୟ ଉପରେ ଗୁରୁତ୍ବ
୪୨୮ଟି ନୂଆ ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର
ରିପୋର୍ଟ :ରଶ୍ମିରଂଜନ ମିଶ୍ର
avnews24
ଭୁବନେଶ୍ୱର