ଗଣ ଶିକ୍ଷା ବିଭାଗ ପକ୍ଷରୁ ୫ମ ଓ ୮ମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ...
ଗଣ ଶିକ୍ଷା ବିଭାଗ ପକ୍ଷରୁ ୫ମ ଓ ୮ମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ...
ଏଣିକି ପଞ୍ଚମ ଓ ଅଷ୍ଟମରେ ହେବ ସପ୍ଲିମେଣ୍ଟାରି ପରୀକ୍ଷା
ଫେଲ୍ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ଛାତ୍ରଛାତ୍ରୀ
ପଞ୍ଚମ ଓ ଅଷ୍ଟମରେ ୫୦ ମାର୍କର ପରୀକ୍ଷା ଦେବେ
ପରୀକ୍ଷାରେ ପାସ୍ ନ କଲେ ସପ୍ଲିମେଣ୍ଟାରି ଦେବେ।
ଜିଲ୍ଲାସ୍ତରରେ ପ୍ରଶ୍ନ ପତ୍ର ଛପାଯିବ,
ପରୀକ୍ଷା ଦିନ ସ୍କୁଲ ରେ ପହଞ୍ଚିବ ପ୍ରଶ୍ନପତ୍ର
ପରୀକ୍ଷା ତଦାରଖ ପାଇଁ ୩ ସ୍ତରୀୟ କମିଟି ଗଠନ କାର୍ଯ୍ୟକାରୀ କରିବେ |