ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନେର ନୂତନ ଆଞ୍ଚଳିକ କେନ୍ଦ୍ର

Oct 8, 2025 - 09:17
 23
ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନେର ନୂତନ ଆଞ୍ଚଳିକ କେନ୍ଦ୍ର

ଓଡ଼ିଶାରେ ଉଚ୍ଚଶିକ୍ଷାର ଦ୍ରୁତପ୍ରସାର ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ଲୋ) କର୍ତ୍ତୃପକ୍ଷ

ଏକ ପ୍ରଶଂସନୀୟ ପଦକ୍ଷପ ସ୍ବରୂପ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁ ପୁରଠାରେ ଏକ ଆଞ୍ଚଳିକ କେନ୍ଦ୍ର

ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ର ଦ୍ବାରା ମୟୂରଭଞ୍ଜ, କେନ୍ଦୁଝର,

ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଇଗ୍ଲୋର ଉଚ୍ଚଶିକ୍ଷ ଶିକ୍ଷା ସମ୍ପର୍କିତ ବିଭିନ୍ନ ଗତିବିଧୂ ସମନ୍ବିତ

ହେବ ବୋଲି ଇଗ୍ନା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ମନୋଜ କୁମାର ଦାଶ

ଜଣାଇଛନ୍ତି । ବର୍ତ୍ତମାନ ସୁଦ୍ଧା ବା ଏହି ଜିଲ୍ଲାଗୁଡିକରେ ଇଗ୍ନାର କାର୍ଯ୍ୟକ୍ରମଗୁଡ଼ିକ ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ର

ଦ୍ବାରା ପରିଚାଳିତ ହୋଇ ଆସୁଥିଲା। ଏହି ନୂତନ ନୂତନ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ଦ୍ବାରା ଉପରୋକୁ

ଜିଲ୍ଲାଗୁଡିକରେ ଇଗ୍ନା, ବିଦ୍ୟାର୍ଥୀଙ୍କ ଆହୁରି ନିକଟରେ

ପହଞ୍ଚିପାରିବ ବୋଲି ଡ ଦାଶ ଜଣାଇଛନ୍ତି।

ଠାରେ

ବର୍ତ୍ତମା ଽମାନ ସୁଦ୍ଧା ଓଡ଼ିଶାରେ ଇଗ୍ନେର ତିନିଟି ଆଞ୍ଚଳିକ କେନ୍ଦ୍ର - ଭୁବନେଶ୍ବର, କୋରାପୁଟ ଏବଂ ଅନୁଗୁଳ

ରେ କାର୍ଯ୍ୟକ୍ଷମ ଥିଲା। ଭାରତୀୟ ସଂସଦର ଏକ ଅଧୂନିୟମ ଦ୍ବାରା ପ୍ରତିଷ୍ଠିତ ଇଗ୍ନା ଏହାର ପ୍ରତିଷ୍ଠାର

ଉଦ୍ଦେଶ୍ଯ ଦ୍ଦଶ୍ୟ ଅନୁଯାୟୀ କୋଣ ଅନୁକେ କୋଣରେ କୋଟୀର ଉଚ୍ଚ ଶିକ୍ଷା ସୁଲଭ ମୂଲ୍ୟରେ ପ୍ରଦାନ

କରିଆସି ଆସିଛି। ବଞ୍ଚିତ ବର୍ଗ, ଚାକିରି କରୁଥିବା ବ୍ୟକ୍ତି, ଗୃହିଣୀ ଏବଂ ଉଚ୍ଚକାଂ କାଂକ୍ଷୀ ବିଦ୍ୟାର୍ଥୀଗଣ ଇଗ୍ନେଟ

ପାଠ୍ୟକ୍ରମରୁ ଉପକୃତ ହୋଇଆସିଛନ୍ତି।