ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀ ସେବା ଯୋଗାଇ ଦେବା ରେଳବାଇର ପ୍ରାଥମିକତା: ଶ୍ରୀ ଅଶ୍ବିନୀ ବୈଷ୍ଣବ

Apr 4, 2026 - 09:09
 14
ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀ ସେବା ଯୋଗାଇ ଦେବା ରେଳବାଇର ପ୍ରାଥମିକତା: ଶ୍ରୀ ଅଶ୍ବିନୀ ବୈଷ୍ଣବ

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀ ସେବା ଯୋଗାଇ ଦେବା ରେଳବାଇର ପ୍ରାଥମିକତା: ଶ୍ରୀ ଅଶ୍ବିନୀ ବୈଷ୍ଣବ

ଦୁର୍ଘଟଣା ହ୍ରାସ ଓ ରେକର୍ଡ ମାଲ ପରିବହନ ପାଇଁ ରେଳ ପରିବାରକୁ ରେଳମନ୍ତ୍ରୀଙ୍କ ଅଭିନନ୍ଦନ

ରେଳ ଷ୍ଟେସନ ରେଳବାଇର ମୁଖଶାଳା; ସ୍ବଚ୍ଛତା ପାଇଁ ସମର୍ପିତ ପ୍ରୟାସ ନିମନ୍ତେ ରେଳ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ରେଳ ଭବନରେ ସାରା ଦେଶର ରେଳ ଅଧୂକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗୁରୁତ୍ବାରୋପ କରି କହିଛନ୍ତି, ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ଭାରତୀୟ ରେଳବାଇର ସ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି। ଏହି ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ସମସ୍ତ ଅଧୂକାରୀଙ୍କୁ )ଙ୍କୁ ଆହ୍ବାନ କରିଥିଲେ। ଶ୍ରୀ ବୈଷ୍ଣବ ମଧ୍ୟ ସମଗ୍ର ରେଳବାଇ ପରିବାରକୁ ଗତବର୍ଷ ସେମାନଙ୍କର ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଅଭିନ ଅଭିନନ୍ଦନ ଜଣାଇଥିଲେ ଲେ । ସେ । କହିଥିଲେ, ରେଳ ଦୁର୍ଘଟଣାରେ ଐତିହାସିକ ହ୍ରାସ ଏବଂ ରେକର୍ଡ ସଂଖ୍ୟକ ମାଲ ପରିବହନ ଯୋଗୁଁ ସାରା ରା ଦେଶରେ ଭାରତୀୟ ରେଳବାଇର ଭାବମୂର୍ତ୍ତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ପର୍ବପର୍ବାଣୀ ସମୟରେ ବହୁ ସଂଖ୍ୟକ ସ୍ବତନ୍ତ୍ର ଟ୍ରେନର ପ୍ରଭାବୀ ପରି ପରିଚାଳନାକୁ ମଧ୍ୟ ସେ ପ୍ରଶଂସା କରିଥିଲେ, ଯାହା ଯାତ୍ରାର ବର୍ଷିତ ଚାହିଦାକୁ ପୂରଣ କରିବାରେ ସହାୟକ ହୋଇଥିଲା।

ଯାତ୍ରୀଙ୍କ ଅଭିଜ୍ଞତାର ଗୁରୁତ୍ଵ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ରେଳ ଷ୍ଟେସନଗୁଡ଼ିକ ଜନସାଧାରଣଙ୍କ ସମ୍ମୁଖରେ ଭାରତୀୟ ରେଳବ ଳବାଇର ଚେହେରା ଏବଂ ଏବଂ ଏହାକୁ ସ୍ବଚ୍ଛ ତଥା ଭଲ ଭାବେ ରକ୍ଷଣାବେକ୍ଷଣ କରାଯିବା ଆବଶ୍ୟକ। ସମସ୍ତ ଷ୍ଟେସନରେ ସ୍ବଚ୍ଛତା ଏବଂ ଉନ୍ନତ ଯାତ୍ରୀ । ସୁବିଧା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ସେ ଅଧୂକାରୀମାନଙ୍କୁ ଅନୁରୋଧ କରିଥିଲେ। ଗତ ଦଶ ଦଶନ୍ଧି ମଧ୍ୟରେ ରେଳବାଇର ଆଧୁନିକୀକରଣ ପାଇଁ ରେକର୍ଡ ଆବଣ୍ଟନ ବିଷୟରେ ଉଲ୍ଲେଖ କରି ସେ ଗୁରୁତ୍ବାରୋପ କରି କହିଥିଲେ, ରେଳ ଷ୍ଟେସନଗୁଡ଼ିକର ପରିବର୍ତ୍ତନ ଏବଂ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଅଧୂକାରୀମାନେ ପାଣ୍ଠିର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ କରିବା ଆବଶ୍ୟକ ।

କେନ୍ଦ୍ରମନ୍ତ୍ରୀ କହି କହିଥିଲେ, ଭିଡ଼ ପରିଚାଳନା, ବିଶେଷ କରି ପର୍ବପର୍ବାଣୀ ସମୟରେ, ଏହା ସୁନିଶ୍ଚିତ କରିବା ଉଚିତ ଯେ ଯାତ୍ରୀମାନେ ଯେପରି ସୁଗମ ଭାବେ ଓ ବିନା ବାଧାରେ ପ୍ଲାଟଫର୍ମରେ ପହଞ୍ଚିପାରିବେ ଏବଂ ଟ୍ରେନରେ ଚଢିପାରିବେ। ଯାତ୍ରୀଙ୍କ ସୁବିଧା ଏ ସୁଗମ୍ୟତା ମ୍ୟତାରେ ଉନ୍ନତି ଆଣିବା ପାଇଁ ଆବଣ୍ଟିତ ପାଣ୍ଠିର ଉପଯୋଗକୁ ପ୍ରାଥମିକତା ଦେବାକୁ ସେ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପ୍ରତି ଜାରି ଜାରି ରହିଥ‌ିବା ରେଳ ପ୍ରକଳ୍ପ ପାଇଁ ବିଚାରାଧୀନ ଜମି ଅଧୂଗ୍ରହଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଶ୍ରୀ ବୈଷ୍ଣବ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆବଶ୍ୟକ ହୁଏ, ତେବେ ପ୍ରତିବ ତିବନ୍ଧକକୁ ଦୂର କରିବା ପାଇଁ ରାଜ୍ୟ ରାଜସ୍ବ ଏବଂ ଜଙ୍ଗଲ ବିଭାଗର ଅଭିଜ୍ଞ ଅବସରପ୍ରାପ୍ତ ଅଧୂକାରୀଙ୍କ ଠାରୁ ମତାମତ ଗ୍ରହଣ କରନ୍ତୁ।

ରେଳ ଟ୍ରାକ୍ ନିକଟରେ ରହୁଥ‌ିବା ଲୋକଙ୍କ ସମ୍ବେଦନଶୀଳ ପ୍ରସଙ୍ଗକୁ ସମ୍ବୋଧୂତ କରି କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ

ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଉଚିତ ନୁହେଁ। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଏଭଳି ସମସ୍ୟାର ସମାଧାନ ପାଇଁ ମାନବିକ ଏବଂ ସମ୍ବେଦନଶୀଳ ଆଭି ଭିମୁଖ୍ଯ ଗ୍ରହଣ କରିବାକୁ ସେ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଉଲ୍ଲେଖ ଖ କରିଥିଲେ ଯେ ଅନେକ ସହରାଞ୍ଚ ଞ୍ଚଳରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ଏହାର ସମୟୋଚିତ ଏବଂ ସହାନୁଭୂତିଶୀଳ ସମାଧାନର ଆବଶ୍ୟକତା ରହିଛି।

ଏହି ବୈଠ ବୈଠକରେ ରେଳ ଅଣ୍ଡରପାସ ନିର୍ମାଣ ସଂକ୍ରାନ୍ତିରେ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତର ମଧ୍ଯ ସମୀକ୍ଷା କରାଯାଇ ଯାଇଥିଲା। ଏହା ନିଷ୍ପତ୍ତ ନିଆଯାଇଥିଲା ଯେ, ଯେ ଯେଉଁଠାରେ ସମ୍ଭବ, ଷ୍ଟେସନ ପରିସର ମଧ୍ୟରେ ଏବଂ ବାହାରେ ରେଳ ଟ୍ରାକ୍ ଅତିକ୍ରମ କରିବା ପାଇଁ ପାଦଚଲା ଓଭରବ୍ରିଜ୍ ଉପରେ ସୁବିଧାଜନକ ଓ ସୁଗମ ଅଣ୍ଡରପାସକୁ ପ୍ରାଥମିକତା ଦିଆଯିବ। ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅଣ୍ଡରପାସଗୁଡ଼ିକ ଅଧୂକ ବ୍ୟବହାର ଅନୁକୂଳ ଏବଂ ଜନସାଧାରଣଙ୍କ ଦ୍ବାରା ଅଧୂକ ଥର ବ୍ୟବହାର ହେବାର ସମ୍ଭାବନା ରହିଛି।

ଏହିପରି ଅଣ୍ଡରପାସ ନିର୍ମାଣ ପାଇଁ ଦେଶର ବିଭିନ୍ନ ଭାଗରେ ପାଇଲଟ ପ୍ରକଳ୍ପ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। କେବଳ ପଥଚାରୀଙ୍କ ପାଇଁ ନୁହେଁ, ସାଇକେଲ, ସ୍କୁଟଟ ଟର ଏବଂ ଏବଂ ମୋଟର ସାଇକେଲ ପାଇଁ ମଧ୍ୟ ଯାତାୟାତକୁ ସହଜ କରିବ ଲାଗି ଏଗୁଡ଼ିକର ପରିକଳ୍ପନା କରାଯିବ ଏବଂ କେତେକ କ୍ଷେତ୍ରରେ, ବ୍ୟାପକ ଢାଞ୍ଚା ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଯାନର ଗତି ଗତିବିଧୂକୁ ଅନୁମତି ଦେବ। ଉଭୟ ସ‌ହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯି ରାଯିବ।

ସମୟାନୁବର୍ତ୍ତୀ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାରେ ଜୋନଗୁଡ଼ିକର ପ୍ରଦର୍ଶନକୁ ମଧ୍ଯ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଶଂସା କରିଥିଲେ। ଉଚ୍ଚ ସ୍ତରର ସମୟାନୁବର୍ତ୍ତୀତା ବଜାୟ ୟ ରଖୁଥ‌ିବା ଜୋନଗୁଡ଼ିକୁ ସେ ଅଭିନନ୍ଦନ ଜଣାଇଥିଲେ ଲେ ଏବଂ ପରିଚାଳନାଗତ ଚାଳନାଗତ ଆହ୍ବାନ ସତ୍ତ୍ବେ ୮୫% ରୁ ଅଧୂକ ସମୟନୁବର୍ଷିତା ସୁନିଶ୍ଚିତ କରି ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିଥ‌ିବା ଜୋନଗୁଡ଼ିକୁ ବିଶେଷ ଭାବେ ପ୍ରଶଂସା କରିଥିଲେ।

1 ବୈଷ୍ଣବ ଦୋହରାଇଥିଲେ ଯେ ନିରନ୍ଧର ପ୍ରୟାସ, ଦକ୍ଷ ଯୋଜନା ଏବଂ ଯାତ୍ରୀ କୈନ୍ଦ୍ରିକ ଆଭିମୁଖ୍ୟ ସହିତ ଭାରତୀୟ ରେଳବାଇଁ ସାରା ଦେଶରେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷା, ସେବାର ଗୁଣବତ୍ତା ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଜାରି ରଖୁବ।

ଅନ୍ୟପକ୍ଷରେ ଓଡ଼ିଶାର ଗୋଟିଏ ଇଞ୍ଚ ସୁଦ୍ଧା ରେଳ ଟ୍ରାକ୍ ଅନ୍ୟ ରାଜ୍ୟକୁ ଯିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ଳୟ ସୃଷ୍ଟ କରି କରିଛି । ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଓଡ଼ିଶାରେ ରେଳ ବିକାଶ ଲାଗି ୯୩,୦୦୦ କୋଟିରୁ ଅଧୂକ ଟଙ୍କା ମଞ୍ଜୁର କରାଯାଇଛି। ରେଳ ବଜେଟ୍ ଆବଣ୍ଟନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି (ଗତ ୩ ବର୍ଷ ଧରି କ୍ରମାଗତ ଭାବେ ୧୦,୦୦୦ କୋଟିରୁ ଅଧୂକ ଟଙ୍କା ମଞ୍ଜୁର) । ରାୟଗଡା ଡିଭିଜନକୁ ମଞ୍ଜୁରୀ ଦିଆଯାଇଛି ଏବଂ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ସର୍ବାଧୂକ ରାଜସ୍ବ ସୃଷ୍ଟିକାରୀ କେକେ ଲାଇନ: କୋଠାଭାଲସା-କିରାଣ୍ଡୁଲ (ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ ସମେତ) ରାୟଗଡ଼ା ଡିଭିଜନ ଅଧୀନରେ ରହିଛି। ତେଣୁ ପୂର୍ବ ତଟ ରେଳପଥ, ଭୁବନେଶ୍ବରର କୌଣସି ରାଜସୁ କ୍ଷତି ହେବ ନାହିଁ। ପଲାସା - ଇଚ୍ଛାପୁରମ ସେକ୍ସନ କୌଣସି ପ୍ରମୁଖ ମାଲ ପରିବହନ ରାଜସ୍ବ ଉପାର୍ଜନକାରୀ ଷ୍ଟେସନ ନାହିଁ। ତେଣୁ ପୂର୍ବତଟ ରେଳପଥର ରାଜସ୍ବ କ୍ଷତି ହେବ ନାହିଁ ବୋଲି ରେ ରେଳବାଇ ସୃଷ୍ଟ କରିଛି ।