ଗ୍ରାଣ୍ଟ - ଇନ -ଏଡ଼ ସୁବିଧା ପାଇବେ ବ୍ଲକ ଗ୍ରାଣ୍ଡ ଅଧ୍ୟାପକସମୂହ
ଉଚ୍ଚ ନ୍ୟାୟାଳୟର ନିଷ୍ପତି କ୍ରମେ ୪୮୮ ବ୍ଲକ୍ ଗ୍ରାଣ୍ଟ୍ କଲେଜର ଅଧ୍ୟାପକମାନଙ୍କୁ ଗ୍ରାଣ୍ଟ୍-ଇନ୍-ଏଡ୍ ନିୟମର ୨୦୧୪ ପ୍ଲେସ୍ମେଣ୍ଟ୍ ରୁଲ୍ସ ଆଧାରରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ|
ଏହି ବର୍ଗର ଲେକ୍ଚରର୍ ଗ୍ରୁପ୍-ଏ ଏବଂ ରିଡର୍ ଷ୍ଟେଟ୍ ସ୍କେଲ୍ ପାଇପାରିବେ | ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ରାଜ୍ୟର ହଜାର ହଜାର ବ୍ଲକ୍ ଗ୍ରାଣ୍ଟ୍ ଅଧ୍ୟାପକ ଉପକୃତ ହେବେ ବୋଲି ଆଶା କରାଯାଉଛି