ଚଳ ଚଞ୍ଚଳ ଅଛନ୍ତି ୫ ଓରାଉଂଟନ ପ୍ରାଣୀ...

Sep 15, 2026 - 15:40
 16
ଚଳ ଚଞ୍ଚଳ ଅଛନ୍ତି ୫ ଓରାଉଂଟନ ପ୍ରାଣୀ...

ବାଲେଶ୍ବର ଜଙ୍ଗଲରୁ ଉଦ୍ଧାର ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଓରାଙ୍ଗଓଟାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି 

ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରାୟତଃ ସ୍ଥିର ଅଛି, 

ସ୍ବାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି