ଡିଏଭି କଳିଙ୍ଗନଗର ଙ୍ଗନଗରରେ ଛାତ୍ରଛାତ୍ରୀମାନଙ୍କ ବାର୍ଷିକ କ୍ସପୋଜିସିଓ ସୁଡେଣ୍ଟିୟମ୍’ ପ୍ରଦର୍ଶିତ ପ୍ରକଳ୍ପ ‘ଏକ୍ସପୋଜିସି
ଭୁବନେଶ୍ଵର ତା ९४.९९.१४ ଡିଏଭି କଳିଙ୍ଗନଗରଠାରେ ଶିଶୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ପ୍ରଥମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ดอง ‘ଏକ୍ସପୋଜିସିଓ ସ୍ଵିଡେଣ୍ଟିୟମ୍’ ପ୍ରଦର୍ଶିତ ହୋଇଯାଇଛି ।
ଏହାକୁ ଭୁବନେଶ୍ୱରସ୍ଥିତ ଓୟୁଟିଆର୍, ଏକାଡେମୀକ୍ ଆଫେୟାରସ୍ର ଆଫେୟାରସ୍ର ଡିନ୍ ଡ. ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଏହା ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାର ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରଦର୍ଶନୀରେ ୬୦୦ରୁ ଉର୍ଦ୍ଧ ପିଲାଙ୍କ ଦ୍ଵାରା ୧୪ଟି ବିଷୟରେ ପ୍ରସ୍ତୁତ ହୋଇଥିବା ୩୯୭ରୁ ଊର୍ଦ୍ଧ ପ୍ରକଳ୍ପକୁ ପ୍ରଦର୍ଶିତ କରାଯାଇଥିଲା ।
ବିଦ୍ୟାଳୟର ଚେୟାରମ୍ୟା ରମ୍ୟାନ ମଦନ ମୋହନ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ପିଲାମାନଙ୍କୁ ବିଜ୍ଞାନମନସ୍କ ହେବା ପାଇଁ ଉତ୍ସାହିତ କରିଥିଲେ । ବିଭିନ୍ନ ବିଷୟର ବିଶାରଦ ମାନଙ୍କ ଦ୍ଵାରା ପ୍ରକଳ୍ପଗୁଡ଼ିକୁ ନିରୀକ୍ଷଣ କରାଯାଇ ମୂଲ୍ୟାଙ୍କନ ଜ୍ଞାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ରଙ୍କ ତତ୍ତ୍ଵାବଧା ବଧାନରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀକୁ ଅଭିଭାବକମାନେ ବିପୁଳ ସଂଖ୍ୟାରେ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରଚେଷ୍ଟାକୁ ଭୁରିଭୁରି ପ୍ରଶଂସା କରିଥିଲେ ।