ଛାୟା ସମରାଭ୍ୟାସ...
ସମୁଦ୍ରରେ ହିଁ ଏହି 'ସମର ଅଭ୍ୟାସ' ହୋଇଥାଏ
ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ
ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଆରମ୍ଭ ହୋଇ ଯାଇଛି ଦିନିକିଆ ସମରାଭ୍ଯାସ।
ଏହାର ମୂଳ ଲକ୍ଷ୍ୟ ହେଉଛି ଜଳପଥରେ ଅନୁପ୍ରବେଶ ରୋକିବା
ଜଳ ପଥରେ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ ଏହା ଏକ ଯୁଦ୍ଧ