ନବୀନ ପଟନାୟକଙ୍କ ଦିଲ୍ଲୀ ଯାତ୍ରା...

Apr 9, 2026 - 11:02
 9
ନବୀନ ପଟନାୟକଙ୍କ ଦିଲ୍ଲୀ ଯାତ୍ରା...

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ଦିଲ୍ଲୀ ଯିବେ 

ସେ ତାଙ୍କ ବଡ଼ ଭାଇ ପ୍ରେମ ପଟନାୟକଙ୍କୁ ଦେଖା କରିବାକୁ ଯାଉଛନ୍ତି |

ଭାଇ ପ୍ରେମ ପଟନାୟକ ଯିଏ ହୃଦୟ ଜନିତ ରୋଗରେ ଅସ୍ତ୍ରୋପଚାର କରି ହସପିଟାଲ ରେ ଅଛନ୍ତି